Posted inଜାତୀୟ

ଭାଜପା ଛାଡିବେ କି ବରୁଣ ଗାନ୍ଧୀ: ରାଜ୍‌ ଖୋଲିଲେ ମା’

ନୂଆଦିଲ୍ଲୀ,୭।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଅନେକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଉତ୍ତରପ୍ରଦେଶର ପିଲିବିତ ଲୋକ ସଭା ଆସନରୁ ବରୁଣ ଗାନ୍ଧୀଙ୍କ ଟିକେଟ ପ୍ରତ୍ୟାଖ୍ୟାନ କରିବା ଏଭଳି ନିଷ୍ପତ୍ତି ଥିଲା। ସେବେଠାରୁ ବରୁଣ ଗାନ୍ଧୀ ସମାଜବାଦି ପାର୍ଟି କିମ୍ବା କଂଗ୍ରେସରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ବଢିବାରେ ଲାଗିଛି।
ବର୍ତ୍ତମାନ ଏହି ପ୍ରସଙ୍ଗରେ ସୁଲତାନପୁରର ଭାଜପା ପ୍ରାର୍ଥୀ ତଥା ବରୁଣ ଗାନ୍ଧୀଙ୍କ ମା’ ମାନେକାଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି, ମୁଁ ଏହା ଜାଣି ନାହିଁ। ମୁଁ ତାଙ୍କ ପାଇଁ ଗର୍ବିତ, ସେ ତାଙ୍କ ଜୀବନରେ ବହୁତ ବୁଦ୍ଧିମାନ କାର୍ଯ୍ୟସବୁ କରିଛନ୍ତି।
ଗା ବର୍ଷ ବିଷୟରେ ଉଲ୍ଲେଖ କରି ମାନେକା ଗାନ୍ଧୀ କହିଛନ୍ତି, ଯେତେବେଳେ ମୁଁ ମନ୍ତ୍ରୀ ହୋଇ ନ ଥିଲି, ସେତେବେଳେ ସୁଲତାନପୁରର ଲୋକମାନେ ଦୁଃଖ ପ୍ରକାଶ କରିଥିଲେ, ଯାହା ପରେ ମୁଁ ସେଠାକାର ଲୋକମାନଙ୍କୁ କହିଥିଲି ଯେ ତୁମେ କାମ ପାଇଁ ଚିନ୍ତିତ କି। ଯଦି କୌଣସି କାର୍ଯ୍ୟରେ ଅଭାବ ଅଛି? ତେବେ ମୋତେ କୁହ। ମୋର ଶକ୍ତି ମନ୍ତ୍ରୀ ହେବାରେ ନୁହେଁ,ସେବା କରିବାରେ ଅଛି।
ଉତ୍ତରପ୍ରଦେଶର ସମସ୍ତ ୮୦ଟି ଆସନ ଜିତିବା ପ୍ରଶ୍ନରେ ସେ କହିଛନ୍ତି,ଭାଜପା ହେଉଛି ଏକ କ୍ୟାଡର ବେସ ପାର୍ଟି। ସେମାନଙ୍କୁ ମଜଭତ କରିବାକୁ ୫ ରୁ୧୦ ବର୍ଷ ଲାଗିଛି। ତେଣୁ ଭାଜପା ନିଶ୍ଚିତ ଭଲ ଫଳ ପାଇବ। ଏଥର ନିର୍ବାଚନରେ ଜିତିବା ପରେ ମନ୍ତ୍ରୀ ହେବା ପ୍ରଶ୍ନରେ ସେ କହିଛନ୍ତି, ଏସବୁ ବର୍ତ୍ତମାନ ମୋ ମନରେ ନାହିଁ। ମୁଁ ଜୀବନରୁ କୌଣସି ଜିନିଷ ମାଗି ନାହିଁ। ଯାହା ପାଇଛି ମୁଁ ଖୁସି ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri