ଆରୁରି ୫ ଦିନ ଯାଏ ଗୁଳୁଗୁଳି

ଭୁବନେଶ୍ବର,୧୮।୫(ବ୍ୟୁରୋ): ତାତିରୁ ନିସ୍ତାର ନାହିଁ । ରାଜ୍ୟରେ ଆହୁରି ୫ ଦିନ ଯାଏ ଗରମ ଓ ଗୁଳୁଗୁଳି ଜାରି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି ।
ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ଦିନ ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଅଧିକ ରହିବା ସମ୍ଭାବନା ରହିଛି ।