Categories: ଫୁରସତ

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା ରହିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ଥର ଠେକୁଆ ନିଜ ପିଲାଙ୍କୁ ଖାଇ ଯାଏ। ତେବେ ଏହା କ’ଣ ପାଇଁ ଜାଣନ୍ତୁ…

ଯେତେବେଳେ ଠେକୁଆକୁ ଭୀଷଣ ଭୋକ ଲାଗେ, ତା’ ପାଖରେ ଖାଇବାକୁ ଘାସ ନ ଥାଏ ସେତେବେଳେ ଏହା ତାର ପିଲାକୁ ଖାଇଦେଇଥାଏ। ଏହାଛଡ଼ା ପୁରୁଷ ଠେକୁଆ ମାଈ ଠେକୁଆ ସହ ସମ୍ପର୍କ ରଖିବାକୁ ମଧ୍ୟ ନିଜ ଛୁଆକୁ ମାରି ଖାଇଯାଇଥାଏ। ନିଜ ଛୁଆକୁ ଅନ୍ୟ ପଶୁଠାରୁ ରକ୍ଷା କରିବାକୁ ଠେକୁଆ ଖାଇଥାଏ। କେବଳ ଏତିକି ନୁହେଁ ଅଧିକ ଭୋକ ହେଲେ ଠେକୁଆ ନିଜର ମଳ ଖାଇବାର ମଧ୍ୟ ପ୍ରମାଣ ରହିଛି।

Share