Posted inଫୁରସତ

ଖାକି ବଦଳରେ କୋଲକାତା ପୋଲିସ ପିନ୍ଧନ୍ତି ଧଳା ରଙ୍ଗର ପୋଷାକ, କାରଣ ଜାଣିଲେ…

ସାଧାରଣତଃ ଆମ ଦେଶରେ ପୋଲିସମାନେ ଖାକି ରଙ୍ଗର ପୋଷାକ ପିନ୍ଧିଥାନ୍ତି। ମାତ୍ର ଆପଣ ଜାଣନ୍ତି କି କେବଳ କୋଲକାତାର ପୋଲିସମାନେ ହିଁ ଧଳା ପୋଷାକ ପିନ୍ଧିଥାନ୍ତି। ଜାଣନ୍ତୁ କ’ଣ ରହିଛି ଏହାର କାରଣ…

ଖାକି ଏବଂ ଧଳା ପୋଷାକ ଇଂରେଜମାନଙ୍କ ଅମଳରୁ ଚାଲିଆସୁଛି। ବ୍ରିଟିଶ ଶାସନ ସମୟରେ ଯେତେବେଳେ ପୋଲିସ ଗଠନ ହୋଇଥିଲା ସେତେବେଳେ ପୋଲିସ ଧଳାରଙ୍ଗର ପୋଷାକ ପିନ୍ଧୁଥିଲେ। ମାତ୍ର ଅଧିକ ସମୟ ପର୍ଯ୍ୟନ୍ତ ଡ୍ୟୁଟି କରିବାରୁ ପୋଷାକ ନଷ୍ଟ ହୋଇଗଲା। ଏହି କାରଣରୁ ପୋଲିସକର୍ମୀମାନେ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପିନ୍ଧିବାକୁ ଆରମ୍ଭ କଲେ। ଧଳାରଙ୍ଗର ପୋଷାକ ଉପରେ ଅନ୍ୟ ରଙ୍ଗ ଲାଗିବା କାରଣରୁ ଯବାନଙ୍କ ୟୁନିଫର୍ମ ଭିନ୍ନ ଦେଖାଗଲା। ସେତେବେଳେ ଚିହ୍ନି ହେଲା ନାହିଁ କିଏ ଯବାନ କିଏ ପୋଲିସ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଇଂରେଜମାନେ ଖାକି ରଙ୍ଗର ପୋଷାକ ତିଆରି କଲେ। ଯାହାକି ଶୀଘ୍ର ନଷ୍ଟ ହେବ ନାହିଁ।

୧୮୪୭ ମସିହାରେ ଇଂରେଜ ଅଫିସର ହେରି ଲମ୍‌ସଡେନ ପ୍ରଥମଥର ଖାକି ରଙ୍ଗର ପୋଷାକ ପିନ୍ଧିଥିଲେ। ସେବେଠାରୁ ଭାରତୀୟ ପୋଲିସଙ୍କ ପୋଷାକ ଖାକି ରଙ୍ଗର ହୋଇଥିଲା। କୋଲକାତା ପୋଲିସ ପାଇଁ ମଧ୍ୟ ଖାକି ରଙ୍ଗର ପୋଷାକ ପିନ୍ଧିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ସେ ଏହାକୁ ଖାରଜ କରିଦେଇଥିଲେ। ଏହା ପଛରେ ସେ କାରଣ ଦର୍ଶାଇଥିଲେ ଯେ କୋଲକାତା ଉପକୂଳବର୍ତ୍ତୀ ଅଞ୍ଚଳ। ଏଠାରେ ପ୍ରବଳ ଗରମ ହୋଇଥାଏ। ତେଣୁ ବୈଜ୍ଞାନିକ କାରଣ ଦୃଷ୍ଟିରୁ ଏଠାରେ ଧଳା ପିନ୍ଧିବା ସବୁଠୁ ଭଲ। ଏହି ରଙ୍ଗ ସୂର୍ଯ୍ୟକରିଣକୁ ପ୍ରତିଫଳିତ କରିବ। ଫଳରେ ଅଧିକ ଗରମ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri