ଗରମ ମସଲାକୁ କାହିଁକି କୁହାଯାଏ ‘Garam Masala’? ସମସ୍ତେ ବ୍ୟବହାର କରନ୍ତି କିନ୍ତୁ ୯୯% ଲୋକ ଜାଣି ନ ଥିବେ…

ବିବାହ-ପାର୍ଟି ହେଉ ଅବା ଅନ୍ୟ କେଣସି ଭୋଜି, ପନିପରିବା ହେଉ କିମ୍ବା ଡାଲି, ଗରମ ମସଲା ହେଉଛି ଏମିତି ଏକ ଜିନିଷ ଯାହା ଆମ ଖାଦ୍ୟର ସ୍ବାଦକୁ ବଢାଇଥାଏ । ଭାରତୀୟ ଖାଦ୍ୟରେ ତ ଗରମ ସମଲା ହେଉଛି ଏମିତି ଏକ ବିଶେଷ ମସଲା, ଯାହା ଯେକୌଣସି ଖାଦ୍ୟର ସ୍ବାଦ ଏବଂ ସୁଗନ୍ଧ ବଢାଇଥାଏ । ଏମିତି ଏକ ସମୟ ଥିଲା, ଯେତେବେଳେ ଜେଜେମା’ କିମ୍ବା ଘରର ରୋଷୟାମାନେ ପ୍ରାୟତଃ ରୋଷଇରେ ବ୍ୟବହାର କରିବା ପାଇଁ ସବୁ ତାଜା ମସଲାକୁ ମିଶାଇ ଏକ ସ୍ବତନ୍ତ୍ର ଗରମ ମସଲା ବ୍ୟବହାର କରୁଥିଲେ । କିନ୍ତୁ ଆଜିର ବଜାରରେ ଅନେକ ପ୍ରକାର ବ୍ରାଣ୍ଡ Garam Masala ବିକ୍ରି ହେଉଛି ।

ସାଧାରଣତଃ ଖାଦ୍ୟ ଯିଏ ଯେତେ ଭଲ ପ୍ରସ୍ତୁତ କରିଥାଉ ନା କାହିଁକି Garam Masala ବିନା ଏହା ଅଧୁରା ପରି ଲାଗେ । କିନ୍ତୁ କେବେ ଭାବିଛନ୍ତି କି ଏହି ମସଲାକୁ ‘ଗରମ ମସଲା’ କାହିଁକି କୁହାଯାଏ? ବର୍ଷ ବର୍ଷ ଧରି ରୋଷେଇରେ ବ୍ୟବହୃତ ହେଉଥିବା ଏହି ମସଲାର ନାଁ ଏପରି କାହିଁକି ହେଲା? ଆସନ୍ତୁ ଜାଣିବା…

ଏହାକୁ Garam Masala କାହିଁକି କୁହାଯାଏ? ଯଦି ଆପଣ ଭାବୁଛନ୍ତି, ଏହି ମସଲା ଆପଣଙ୍କ ଥଣ୍ଡା ଖାଦ୍ୟର ସୱାଦକୁ ଗରମ କରେ କିମ୍ବା ଏହାକୁ ପ୍ୟାନରେ ଗରମ କରି ତିଆରି କରାଯାଏ, ତେଣୁ ଏହାକୁ ଗରମ ମସଲା କୁହାଯାଏ। ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ। ପ୍ରସିଦ୍ଧ ରୋଷେୟା ରଣବୀର ବରାର୍‌ ଚମତ୍କାର ଭାବରେ ଖାଦ୍ୟ ପଛର ଇତିହାସକୁ ବ୍ୟାଖ୍ୟା କରିଛନ୍ତି।

ସେ କୁହନ୍ତି ଯେ, ପ୍ରକୃତରେ ଗରମ ମସଲାର ଏହି ନାମ ଏଥିପାଇଁ ହୋଇଛି କାରଣ ଏଥିରେ ବ୍ୟବହୃତ ମସଲାର ପ୍ରକୃତି ଗରମ। ଏଗୁଡ଼ିକ ହେଉଛି ସେହି ମସଲା ଯାହା ଆପଣଙ୍କ ଶରୀରକୁ ଉଷ୍ମତା ପ୍ରଦାନ କରେ। ପ୍ରାରମ୍ଭରେ ଏହି ମସଲାଗୁଡ଼ିକ ଶୀତଦିନେ ବ୍ୟବହାର କରାଯାଉଥିଲା। ଆୟୁର୍ବେଦ ଅନୁସାରେ, ଗରମ ମସଲାରେ ଏପରି ମସଲା ଥାଏ ଯାହା ଶରୀରର ଆଭ୍ୟନ୍ତରୀଣ ଉତ୍ତାପ ବୃଦ୍ଧି କରେ, ପାଚନ ପ୍ରକ୍ରିୟାକୁ ଉନ୍ନତ କରେ ଏବଂ ମେଟାବୋଲିଜିମକୁ ତ୍ୱରାନୱିତ କରେ। ଏଥିରେ ଥିବା ଲବଙ୍ଗ, କଳା ଗୋଲମରିଚ, ଡାଲଚିନି, ତେଜପତ୍ର ଏବଂ କଞ୍ଚାଲଙ୍କା ଭଳି ମସଲା ଶରୀରରେ ଉତ୍ତାପ ସୃଷ୍ଟି କରେ, ଯାହା ଏହାକୁ ଥଣ୍ଡା ପାଗରେ ଲାଭଦାୟକ କରିଥାଏ। କିନ୍ତୁ ଧୀରେ ଧୀରେ ଲୋକମାନେ ନିଜ ସୁବିଧା ଅନୁସାରେ ଏହାକୁ ପରିବର୍ତ୍ତନ କଲେ ଏବଂ ଲୋକମାନେ ଯେକୌଣସି ମସଲା ମିଶ୍ରଣକୁ ଗରମ ମସଲା ବୋଲି କହିବା ଆରମ୍ଭ କଲେ। ସେଥିପାଇଁ ପ୍ରତ୍ୟେକ ଘରେ ନିଜସୱ ଗରମ ମସଲା ରହିବା ଆରମ୍ଭ ହେଲା।

Garam Masala କେଉଁ କେଉଁ ମସଲାର ମିଶ୍ରଣରୁ ତିଆରି ହୁଏ? ୧ କପ ଧନିଆ, ୩ ଚାମଚ ଜିରା, ୧ ଚାମଚ ଶାହି ଜିରା, ୨-୩ଟି ବଡ଼ ଅଳେଇଚ, ୨ ଚାମଚ କଳା ଗୋଲମରିଚ, ୨ ଇଞ୍ଚ ଡାଲଚିନି ଖଣ୍ଡ, ୮ ରୁ ୧୦ ଟି ସବୁଜ ଅଳେଇଚ, ୮ଟି ଲବଙ୍ଗ, ୧ତାରା ଆନିସ, ୨ଟି ଯାବିତ୍ରୀ, ୨ଟି ମଧ୍ୟମ ତେଜପତ୍ର, ୩-୪ଟି ଲାଲ ଲଙ୍କା ଓ ଅଧ ଚାମଚ ଲୁଣ । ଶୀତଦିନ ପାଇଁ ଗରମ ମସଲା ତିଆରି କରିବା ସମୟରେ ଏଥିରେ ଅଧା ବଡ଼ ଜାଇଫଳ ମିଶାନ୍ତୁ। ଶୀତଦିନ ପାଇଁ ଗରମ ମସଲା ତିଆରି କରିବା ସମୟରେ, ଏଥିରେ ଅଧ ଚାମଚ ପାନମହୁରି ମଞ୍ଜି ମିଶାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

IGIରେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ, ମାଡ଼ ମାରି….

ନୂଆଦିଲ୍ଲୀ,୨୦ା୧୨: ପୁଣି ଏୟାରଲାଇନ୍ସ ନାଁରେ ଏକ ଅଭିଯୋଗ ସାମ୍ନାକୁ ଆସିଛି । ସ୍ପାଇସଜେଟର ଜଣେ ଯାତ୍ରୀ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଏୟାର ଇଣ୍ଡିଆ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri