ଖୁସି ଖବର ଦେବା ପରେ କାହିଁକି ରାଗିଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ପ୍ରଂଶସକଙ୍କୁ ଏକ ଖୁସି ଖବର ଦେଇଥିଲେ। ସେ ଗର୍ଭବତୀ ଥିବା ଜଣାଇଥିଲେ। ପ୍ରଂଶସକ ତାଙ୍କୁ ଏ ନେଇ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।
ଏହି ସମୟରେ, ଏକ ମିଡିଆ ରିପୋର୍ଟକୁ ଦେଖିବା ପରେ ଆଲିଆ ଖୁବ ରାଗି ଯାଇଥିଲେ। ଯାହା ପରେ ସେ ଲମ୍ବା ନୋଟ ଲେଖିକି ଜଣାଇଥିଲେ।
ଏକ ମିଡିଆ ରିପୋର୍ଟ ଲେଖାଯାଇଥିଲା କି ଆଲିଆ ଲଣ୍ଡନରେ ସୁଟିଂରେ ଶେଷ କରି ଫେରିବେ। ଏଥିପାଇଁ ରଣବୀର କପୁର ତାଙ୍କୁ ଆଣିବା ପାଇଁ ଯିବେ। ଏହାକୁ ଦେଖି ତାଙ୍କୁ ନେବାକୁ କେହି ଆସୁନାହାଁନ୍ତି। ସେ ଜଣେ ମହିଳା, ପାର୍ସଲ ନୁହେଁ। ଆମେ ଏବେବି ପିତୃପୁରୁଷ ଦୁନିଆରେ ବାସ କରୁଛୁ। ମୋତେ ନେବାକୁ କେହି ଆସିବାର ଆବଶ୍ୟକତା ନାହିଁ, କାହିଁକି ନା ମୁଁ ଜଣେ ମହିଳା, ପାର୍ସଲ ନୁହେଁ। ସେ ବର୍ତ୍ତମା ହଲିଉଡ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ର ସୁଟିଂ କରୁଛନ୍ତି ।

Share