Posted inVideo

କେଉଁ ଦେଶରେ ହିଜାବ ପ୍ରତିବନ୍ଧକ ରହିଛି

Featured Video Play Icon

ହିଜାବକୁ ନେଇ ଭାରତର ଅନେକ ସ୍ଥାନରେ ବିବାଦ ଉପୁଜିବାରେ ଲାଗିଛି । କର୍ଣ୍ଣାଟକର ଏକ କଲେଜରୁ ଆରମ୍ଭ ହୋଇଥିବା ଏହି ବିବାଦରେ ଏବେ ଅନେକ ପକ୍ଷ ସାମ୍ନାକୁ ଆସିବାରେ ଲାଗିଛି । କାହା ନଜରରେ ଏହା ସମ୍ବାଧାନିକ ଅଧିକାର, ତ ଆଉ କେହି କେହି ମାନୁଛନ୍ତି ଯେ ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ପିନ୍ଧି ଆସିବା ଠିକ୍ ନୁହେଁ । ହେଲେ ପୁରା ଦୁନିଆରେ କିଛି ଏଭଳି ଦେଶ ରହିଛନ୍ତି ଯେଉଁଠାରେ ଅନେକ ବର୍ଷ ତଳୁ ସାର୍ବଜନିକ ସ୍ଥାନରେ ଚେହାର ଢାଙ୍କିବା, କିମ୍ବା ଇସଲାମିକ ନକାବ ଉପରେ ରୋକ ଲଗାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଏକ ସେମିନାରରେ ଯୋଗ ଦେବାକୁ ବିମାନରେ ମଧ୍ୟରାତ୍ରରେ ରାୟପୁର ଯାତ୍ରା କରୁଥିଲେ କଟକ ଏସସିବି ମେଡିକାଲ ସର୍ଜରୀ ବିଭାଗର ଡ଼ାକ୍ତର ଜ୍ୟୋତିର୍ମୟ ନାୟକ । ସେହି...

Featured Video Play Icon

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଗତକାଲି ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଏଡିସିପି...

Featured Video Play Icon

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ଆଜିଠାରୁ ଖୋଲା ପେଟ୍ରୋଲ ଦେଲେ ହେବ କାର୍ଯ୍ୟାନୁଷ୍ଠାନ । ଓଡ଼ିଶାରେ ପେଟ୍ରୋଲ ପମ୍ପରୁ ବୋତଲ କିମ୍ବା ଅନ୍ୟ କୌଣସି ଜାରରେ ଗ୍ରାହକ ପେଟ୍ରୋଲ ଆଣିପାରିବେ ନାହିଁ...

Featured Video Play Icon

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ଏମିତି ମନ୍ଦିର, ଯେଉଁଠି ଭକ୍ତ ଲେଖିଥିବା ଚିଠି ପଢନ୍ତି ମା ହସନମ୍ବା । ଚିଠିରେ ମନସ୍କାମନା ଲେଖିଲେ ପୂରଣ ହୁଏ ଇଚ୍ଛା ।

Featured Video Play Icon

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ଶେଷ ହେଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଶୁଣନ୍ତୁ ଏନେଇ କ’ଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Featured Video Play Icon

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ | Suna Besha 2025

Featured Video Play Icon

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଯାତ୍ରାର ସିଧାପ୍ରସାରଣ | Bahuda Yatra 2025  Live  From Puri, Odisha

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri