Categories: ଫୁରସତ

ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିବା ପାଇଁ ଶରୀରରେ ଲଗାଇଲେ ନିଆଁ, ଜାଣନ୍ତୁ କାହିଁକି

କୁହାଯାଏ ପ୍ରେମରେ ଲୋକ ଅନ୍ଧ ହୋଇଯାନ୍ତି। ପ୍ରେମକୁ ହାସଲ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ରିକି ଆଶ୍‌ ନାମକ ଜଣେ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡଙ୍କ ପ୍ରପୋଜ କରିବା ପାଇଁ ଶରୀରରେ ନିଆଁ ଲଗାଇଦେଇଛନ୍ତି। ବ୍ରିଟେନରେ ରହୁଥିବା ରିକି ପେଶାରେ ଜଣେ ଷ୍ଟଣ୍ଟମ୍ୟାନ୍‌। ନିଜ ଗର୍ଲଫ୍ରେଣ୍ଡ କ୍ୟାଟ୍‌ରିନା ଡୋବସନଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ଶରୀରରେ ନିଆଁ ଲଗାଇଥିଲେ। ନିଆଁ ଜଳୁଥିବା ଅବସ୍ଥାରେ ହିଁ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share