ଏସବୁ ୪୩ ସ୍ମାର୍ଟଫୋନରେ ଆଉ ଚାଲିବନି ହ୍ବାଟସ୍‌ଆପ୍‌…

ନୂଆଦିଲ୍ଲୀ,୫।୯: ନଭେମ୍ବର ୧ଠାରୁ ୪୩ଟି ସ୍ବାର୍ଟଫୋନ୍‌ରେ ଆଉ ହ୍ବାଟସ୍‌ ଆପ୍‌ ଚାଲିବନି। ହ୍ବାଟସ୍‌ ଆପ୍‌ ଲଗାତାର ପୁରୁଣା ଫୋନ୍‌ରେ ନିଜର ସପୋର୍ଟ ବନ୍ଦ କରିବାରେ ଲାଗିଛି। ଏସବୁ ସ୍ମାର୍ଟଫୋନ୍‌ ମଧ୍ୟରେ ଆଣ୍ଡ୍ରଏଡ୍‌ ଏବଂ ଆପଲ ଆଇଓଏସ୍‌ ସ୍ମାର୍ଟଫୋନ୍‌ ରହିଛି। ଏଣିକି ଆଣ୍ଡ୍ରଏଡ୍‌ ୪.୦.୪ରେ ଆଉ ହ୍ବାଟସ୍‌ ଆପ୍‌ ଚାଲିବ ନାହିଁ। ସେହିପରି ଆପଲ ଆଇଏସ୍‌ଓ ୯ରେ ମଧ୍ୟ ଏହା କାମ କରିବ ନାହିଁ।

ଆପଲର ଆଇଫୋନ୍‌ ଏସ୍‌ଇ, ୬-ଏସ୍‌, ୬-ଏସ୍‌ ପ୍ଲସ୍‌ରେ ହ୍ବାଟସ୍‌ ଆପ୍‌ର ସପୋର୍ଟ ବନ୍ଦ ହୋଇଯିବ।

ସେହିପରି ସାମସଙ୍ଗର ଗାଲାକ୍ସି ଟ୍ରେଣ୍ଡ ଲାଇଟ, ସାମସଙ୍ଗ ଗାଲାକ୍ସି ଟ୍ରେ-୨, ସାମସଙ୍ଗ ଗାଲାକ୍ସି ଏସ୍‌-୨, ସାମସଙ୍ଗ ଗାଲାକ୍ସି ଏସ୍‌-୩ ମିନି, ସାମସଙ୍ଗ ଗାଲାକ୍ସି ଏକ୍ସ କଭର-୨ ଗାଲାକ୍ସି କୋର ଏବଂ ଗାଲାକ୍ସି ଏସି -୨ ଏହି ତାଲିକାରେ ରହିଛି।

ଏଲଜିର ସ୍ମାର୍ଟଫୋନ୍‌ ମଧ୍ୟରେ ଏଲ୍‌ଜି ଲୁସିଡ୍‌-୨, ଅପ୍ଟିମସ୍‌ ଏଫ୍‌-୭, ଅପ୍ଟିମସ୍‌ ଏଫ୍‌-୫, ଅପ୍ଟମସ୍‌ ଏଲ-୩-୨ ଡୁଆଲ୍‌, ଅପ୍ଟିମସ୍‌ ଏଲ୍‌-, ଅପ୍ଟିମସ୍‌ ଏଲ୍‌-୫-୨, ଅପ୍ଟିମସ୍‌ ଏଲ୍‌-୫ ଡୁଆଲ୍‌, ଅପ୍ଟିମସ୍‌ ଏଲ୍‌-୭,ଅପ୍ଟିମସ୍‌ ଏଲ୍‌-୭-୨,ଅପ୍ଟିମସ୍‌ ଏଲ୍‌-୭-୨ ଡୁଆଲ୍‌,ଅପ୍ଟିମସ୍‌ ଏଫ୍‌-୬, ଏନାକ୍ଟ, ଅପ୍ଟିମସ୍‌ ଏଲ୍‌-୪-୨ ଡୁଆଲ୍‌, ଅପ୍ଟିମସ୍‌ ଏପ୍‌-୩, ଅପ୍ଟିମସ୍‌ ଏଲ୍‌-୪-୨, ଅପ୍ଟିମସ ନାଇଟ୍ରୋ ଏଚ୍‌ଡି, ଏବଂ ୪-ଏକ୍ସ ଏଚ୍‌ଡି, ଏବଂ ଅପ୍ଟିମସ ଏଫ୍‌-୩କ୍‌ୟୁ।

ସେହିପରି ଜେଟିଇର ଗ୍ରାଣ୍ଡ ଏସ୍‌ ଫ୍ଲେକ୍ସ, ଜେଟିଇ ଭି-୯୫୬, ଗ୍ରାଣ୍ଡ ଏକ୍ସ କ୍ୱାଡ ଭି-୯୮୭ ଏବଂ ଗ୍ରାଣ୍ଡ ମେମୋ।
ହାୱାଇ ବ୍ରାଣ୍ଡର ଆସେଣ୍ଡ ଜି-୭୪୦, ଆସେଣ୍ଡ୍‌ ମେଟ୍‌, ଆସେଣ୍ଡ ଡି କ୍ୱାଡ୍‌ ଏକ୍ସଏଲ୍‌, ଆସେଣ୍ଡ୍‌ ଡି-୧ କ୍ୱାଡ୍‌ ଏକ୍ସ୍‌ଏଲ୍‌, ଆସେଣ୍ଡ୍‌ ପି-୧ ଏସ୍‌ ଏବଂ ଆସେଣ୍ଡ ଡି-୨।

ସୋନିର ସୋନି ଏକ୍ସପେରିଆ ମିରୋ, ଏକ୍‌ପରିଆ ନିଓ ଏଲ୍‌, ଏକ୍ସପେରିଆ ଆର୍କ ଏସ୍‌ ଆଦି ସ୍ମାର୍ଟଫୋନ୍‌ ରହିଛି।

ଅପରପକ୍ଷରେ ଅନ୍ୟ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ମଧ୍ୟରେ ଆଲକାଟେଲ ୱାନ ଟଚ ଇଭୋ -୭, ଆର୍କୋସ ୫୩ ପ୍ଲାଟିନମ, ଏଚଟିସି ହେଜାୟର ୫୦୦, କ୍ୟାଟରପିଲର୍‌ କ୍ୟାଟ ବି-୧୫, ୱିକୋ ସିଙ୍କ ପାଇଭ୍‌, ୱିକୋ ଡାର୍କନାଇଟ, ଲେନୋଭୋ ଏ-୮୨୦, ୟୁଏମ୍‌ଆଇ ଏକ୍ସ୍‌-୨, ଫା ଏଫ୍‌-୧ ଏବଂ ଟିଏଚ୍‌ଏଲ୍‌ ଡବ୍ଲ୍ୟୁ-୮T ଆଦି ସ୍ମାର୍ଟଫୋନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri