Posted inଫୁରସତ

୬ ମାସ ଧରି ଯୁବକଙ୍କ ପେଟ ହେଉଥିଲା ଦରଜ, ଏକ୍ସ-ରେ ସମୟରେ ଡାକ୍ତର ଯାହା ଦେଖିଲେ ହେଲେ ଆଶ୍ଚର୍ଯ୍ୟ

ଜଣେ ଯୁବକଙ୍କ ପେଟ ୬ ମାସ ଧରି ଦରଜ ହେଉଥିଲା। ଚିକିତ୍ସା ପାଇଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଯେତେବେଳେ ଡାକ୍ତର ତାଙ୍କର ପରୀକ୍ଷା ନିରୀକ୍ଷା କଲେ ସେତେବେଳେ ପେଟ ଭିତରେ ଯାହା ଦେଖିଲେ, ଆଶ୍ଚର୍ଯ୍ୟ ହେଲେ।

୩୩ ବର୍ଷୀୟ ଜଣେ ଯୁବକଙ୍କ ପେଟ ଦରଜ ହେବାରୁ ସେ ଅସଓ୍ବାନ ୟୁନିଭର୍ସିଟି ହସ୍ପିଟାଲ ଯାଇଥିଲେ। ସେଠାରେ ଡାକ୍ତର ଏକ୍ସ-ରେ କରିବାରୁ ପେଟ ଭିତରେ ଏକ ମୋବାଇଲ ରହିଥିବା ଦେଖିଥିଲେ। ଯେଉଁଥିପାଇଁ ତାଙ୍କ ପେଟ ଦରଜ ହେଉଥିଲା। ଖାଇବା ପିଇବାରେ କଷ୍ଟ ହେଉଥିଲା। କିଛିଦିନ ଭିତରେ ତାଙ୍କୁ ବହୁତ ଯନ୍ତ୍ରଣା ହେଲା। ଫଳରେ ତାଙ୍କର ଅପରେଶନର ଆବଶ୍ୟକତା ପଡ଼ିଲା।

ଯୁବକ ଜଣକ ନିଜେ ଜାଣି ନ ଥିଲେ ମୋବାଇଲ ତାଙ୍କ ପେଟ ଭିତରକୁ କେମିତି ଯାଇଥିଲା। ଡାକ୍ତର କହିବା ପରେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। ତାଙ୍କ ପେଟ ଭିତରୁ ନୋକିଆ ୩୩୧୦ ମଡେଲର ଏକ ମୋବାଇଲ ବାହାରିଥିଲା। ତେବେ ସୁରକ୍ଷିତ ଭାବରେ ତାଙ୍କର ଅପରେଶନ କରାଯାଇଛି। ହସ୍ପିଟାଲର ନିର୍ଦ୍ଦେଶକ ମହମ୍ମଦ ଅଲୀ ଦହଶାରୀ କହିଛନ୍ତି ଯୁବକ ଜଣ ଏବେ ସୁସ୍ଥ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଘଣ୍ଟାରେ ୧୨୦ କି.ମି. ପହଁରିଲା ମହାବଳ

ଦିଶପୁର: ଏକ ବାଘ ନଦୀରେ ପହଁରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ...

ବିଲେଇ ସହ ବିବାହ

ବେଳେବେଳେ ଘରେ ରଖିଥିବା ପୋଷା ବିଲେଇ କୁକୁରଙ୍କୁ ତାଙ୍କର ମାଲିକ ଏତେ ଭଲ ପାଇବସନ୍ତି ଯେ, ତାଙ୍କଠାରୁ ଦୂରେଇ ଯିବାର ଭୟ ବି ମନରେ ରଖନ୍ତି।...

ଏମିତି ସ୍ଥାନ, ଯେଉଁଠି ୭୦ ବର୍ଷ ମଧ୍ୟରେ ଜଣଙ୍କର ବି ହୋଇନାହିଁ ମୃତ୍ୟୁ

ଦୁନିଆରେ ବହୁ ଅନନ୍ୟ ସ୍ଥାନ ଅଛି, ଯାହା ବିଷୟରେ ବହୁ କମ୍‌ ଲୋକ ଜାଣିଥାନ୍ତି। ବିଶ୍ୱରେ ସେମିତି ଏକ ଆଶ୍ଚର୍ଯ୍ୟଜନକ ସ୍ଥାନ ଅଛି, ଯେଉଁଠି ୭୦...

କରୋନାର ଭୟଙ୍କର ରୂପ: ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ମିଳୁନାହିଁ ସ୍ଥାନ, ପ୍ଲାଟଫର୍ମରେ…

ଲକ୍ଷ୍ନୌ.୧୬।୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ସଂକ୍ରମଣକୁ ନେଇ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତ ଲୋକଙ୍କ ସହ ମୃତ୍ୟୁବରଣ କରୁଥିବା ଲୋକଙ୍କ...

ଓଟକୁ ଦେଖି କୁକୁର ଛୁଆ କରୁଥିଲା ଏମିତି, ହେଲେ ପାଖକୁ ଯିବାରୁ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଅମୃତାଙ୍କ ୧୦୦ତମ ଜନ୍ମବାର୍ଷିକୀ: ଡୁଡଲ୍‌ କରି ମନେ ପକାଇଲା ଗୁଗଲ୍‌

ଲୋକପ୍ରିୟ ପଞ୍ଜାବୀ ଲେଖିକା ଅମୃତା ପ୍ରୀତମଙ୍କ ଶନିବାର ୧୦୦ତମ ଜନ୍ମବାର୍ଷିକୀ। ଏହି ଅବସରରେ ତାଙ୍କୁ ଡୁଡଲ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛି ଗୁଗୁଲ। ୧୯୧୯ରେ ପଞ୍ଜାବର ଗୁଜରାଂବାଲା...

ହସ ଆଣିଦେଲା ସୋସିଆଲ ମିଡିଆ

ଇରୋଡ୍‌(ତାମିଲନାଡ଼ୁ): ସମ୍ପ୍ରତି ଅନେକ ଯୁବଗୋଷ୍ଠୀ ସୋସିଆଲ ମିଡିଆର ଦୁରୁପଯୋଗ କରୁଥିବା ନଜରକୁ ଆସୁଛି। ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ଯଦି ମହତ୍‌ ଉଦ୍ଦେଶ୍ୟରେ...

ଜଳାତଙ୍କକୁ ରୋକିବ ପ୍ରତିଷେଧକ ବ୍ୟବସ୍ଥା

ଜଳାତଙ୍କ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ। ଲିସା ଭାଇରସ୍‌ ନାମକ ଏକ ଭୂତାଣୁ ର଼୍ୟାବିଜ୍‌ ରୋଗ...

Advertisement
Archives

Model This Week