କରୋନାର ନୂଆ ଭାରିଆଣ୍ଟ ବଢ଼ାଇଲା ବୈଜ୍ଞାନିକଙ୍କ ଚିନ୍ତା, ଟୀକା ଫେଲ୍ ମାରିବା ଆଶଙ୍କା

ନୂଆଦିଲ୍ଲୀ,୮।୧୧: ଆମେରିକା ଏବଂ ବିଶ୍ୱର ଅନ୍ୟ ୧୧ ଦେଶରେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ବୈଜ୍ଞାନିକ ମାନଙ୍କ ଚିନ୍ତା ବଢ଼େଇ ଦେଇଛି। ଏନେଇ ଆମେରିକାର ରୋଗ ନିୟନ୍ତ୍ରକ ଏବଂ ପ୍ରତିରୋଧକ କେନ୍ଦ୍ର(ସିଡିସି) ସୂଚନା ଦେଇଛି। ଚିହ୍ନଟ ହୋଇଥିବା ଏହି ଜେଏନ.୧ ଷ୍ଟ୍ରେନ୍ ପୂର୍ବ ଭାରିଆଣ୍ଟ ମାନଙ୍କଠାରୁ ଅଧିକ ମାରାତ୍ମକ ଏବଂ ଟିକାରୁ ମିଳିଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଭେଦ କରିପାରିବ ବୋଲି ବୈଜ୍ଞାନିକ କହିଛନ୍ତି। କରୋନାର ହିଁ ନୂତନ ପ୍ରକାର ପୁଣିଥରେ ବିଶ୍ଵବ୍ୟାପୀ ସଂକ୍ରମଣ ବଢାଇବା ସହ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି।

ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ନୂତନ ଭାରିଆଣ୍ଟ କୋଭିଡ଼ର ବିଏ.୨.୮୬ରୁ ଆସିଛି, ଏହା ପୀରୋଲା ନାମରେ ମଧ୍ୟ ଜଣା। ଯାହା ମାରାତ୍ମକ କରୋନା ଭାରିଆଣ୍ଟ ଓମୀକ୍ରନରୁ ଆସିଥିଲା। ତେବେ ଜେଏନ.୧ ଷ୍ଟ୍ରେନ୍ ଏବଂ ବିଏ.୨.୮୬ ର ପ୍ରଭାବ ଆମେରିକାରେ ସାଧାରଣ ରହିଛି। ବର୍ତ୍ତମାନ ସୁଧା ଏନ.୧ ଷ୍ଟ୍ରେନ୍ କରୋନା ଠାରୁ ମାତ୍ର ୦.୧ ପ୍ରତିଶତ ଚିହ୍ନଟ ହୋଇଛି ବୋଲି ସିଡିସି ରିପର୍ତରେ ସୂଚନା ଦେଇଛି।

ଜେଏନ.୧ ଏବଂ ବିଏ.୨.୮୬ ମଧ୍ୟରେ କେବଳ ଗୋଟିଏ ପରିବର୍ତ୍ତନ ଅଛି ଏବଂ ତାହା ସ୍ପାଇକ୍ ପ୍ରୋଟିନ୍ ରେ ଅଛି। ସ୍ପାଇକ୍ ପ୍ରୋଟିନ୍ – ଏହାକୁ “ସ୍ପାଇକ୍” କୁହାଯାଏ କାରଣ ଏହା ଜୀବାଣୁ ପୃଷ୍ଠରେ କ୍ଷୁଦ୍ର ସ୍ପାଇକ୍ ପରି ଦେଖାଯାଏ – ଜୀବାଣୁ ଲୋକଙ୍କୁ ସଂକ୍ରମିତ କରିବାରେ ସାହାଯ୍ୟ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ସିଡିସି ସ୍ପଷ୍ଟ କରି କହିଛନ୍ତି ଯେ ଏହି କାରଣରୁ ସ୍ପାଇକ୍ ପ୍ରୋଟିନ୍ ମଧ୍ୟ ଅଟେ। ଏକ ଭୂତାଣୁର ଏକ ଅଂଶ ଯାହା ଟୀକାକରଣ କରେ, ଅର୍ଥାତ୍ ଟୀକାକରଣ ସମାନ ଭାବରେ ଜେଏନ.୧ ଏବଂ ବିଏ.୨.୮୬ ବିରୁଦ୍ଧରେ କାମ କରିବା ଉଚିତ୍ “।


Enter your email to get our daily news in your inbox.

All Right Reserved By Dharitri.Com

ଘର ତାଲା ଭାଙ୍ଗି ଚୋରି: ୩୦ ଭରି ସୁନା ଅଳଙ୍କାର, ୮ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ….

ଦିଗପହଣ୍ଡି,୧୦|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧ ନଂ ୱାର୍ଡ ରାଜପୁର ରୋଡରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ସାହୁଙ୍କ ଘର ସମ୍ମୁଖ କବାଟ…

କୂଳ ଲଙ୍ଘୁଛି ଆର୍ଯ୍ୟପଲ୍ଲୀ ସମୁଦ୍ର: ବଢୁଛି ଲୋକଙ୍କ ମଧ୍ୟରେ ଭୟ, ବର୍ଷାରେ ଉପଜିଲାପାଳ…

ଛତ୍ରପୁର,୧୦।୮ (ଦିଲ୍ଲୀପସାମଲ /ଦ୍ୱାରିକା ପଟ୍ଟନାୟକ ): ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବା ଯୋଗୁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ…

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟି ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

୧୨ ଅଗଷ୍ଟରେ ଆକାଶରେ ବଡ଼ ମହାଜାଗତିକ ଘଟଣା: ଏହି ରାଶି ଉପରେ ମାଡ଼ିଆସୁଛି ବଡ଼ ସଙ୍କଟ! ରୁହନ୍ତୁ ସତର୍କ

୧୨ ଅଗଷ୍ଟ ୨୦୨୬ ରାତିରେ ଆକାଶରେ ଏକ ବଡ଼ ଖଗୋଳୀୟ ଘଟଣା ଘଟିବାକୁ ଯାଉଛି। ଚନ୍ଦ୍ର କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଢାଙ୍କିଦେବ। ବିଶ୍ୱର ଅନେକ…

ଓଲଟିଲା କୋଇଲା ବୋଝେଇ ଟ୍ରକ: ଓଡ଼ିଶା-ଆନ୍ଧ୍ର ଯାତାୟତ ଠପ୍‌

ରାୟଗଡ଼ା,୧୦।୮(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲା ପାର୍ବତୀପୁର ନିକଟରେ ସୋମବାର ଏକ କୋଇଲା ବୋଝେଇ ଏକ ଟ୍ରକ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଓଡ଼ିଶା-ଆନ୍ଧ୍ରକୁ ସଂଯୋଗ…

ସୂର୍ଯ୍ୟ-କେତୁଙ୍କ ‘ଗ୍ରହଣ ଯୋଗ’ରେ ଚମକିବ ଭାଗ୍ୟ: ୭ ଦିନ ପରେ ଏହି ୩ ରାଶିକୁ ହଠାତ୍‌ ମିଳିବ ଧନଲାଭ!

୭ ଦିନ ପରେ ଅର୍ଥାତ୍‌ ୧୭ ଅଗଷ୍ଟ, ୨୦୨୬ ଦିନଟି ଜ୍ୟୋତିଷ ଦୃଷ୍ଟିରୁ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। କାରଣ ଏହି ଦିନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ…

୮ ଫୁଟ ଲମ୍ବର ଅଜଗର ଉଦ୍ଧାର: ଜମିରେ ଚାଷ କାମ କରୁଥିବାବେଳେ…

କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁସ୍ଥିତ ତେଳନଦୀ ଜମି ପାର୍ଶ୍ୱରୁ ସୋମବାର ୮ ଫୁଟ ଲମ୍ବର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପରିବାର ଲୋକ ବେସାହାରା

ଖଡ଼ିଆଳ,୧୦ା୮ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ କୁଲିଗାଁ ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗିବା ପରେ ଏକ ପରିବାର ବେସାହାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri