Categories: ଫୁରସତ

ପାକିସ୍ତାନରେ I LOVE YOU କୁ କ’ଣ କୁହନ୍ତି? ଶୁଣିଲେ…

ଭ୍ୟାଲେଣ୍ଟାଇନ୍‌ ସପ୍ତାହ ଚାଲିଛି। ଏମିତିରେ ଗୁଗୁଲ୍‌ରେ ଟ୍ରେଣ୍ଡ କରୁଛି #ILoveyou। ଭାରତରେ ପ୍ରଚଳିତ ପ୍ରତିଟି ଭାଷାରେ ‘ଆଇ ଲଭ୍‌ ୟୁ’ର ଭିନ୍ନ ଭିନ୍ନ ଶୈଳୀରେ କୁହାଯାଏ। ଯେମିତିକି ବଙ୍ଗଳାରେ ଏହାକୁ ‘ଆମେ ତୋମାକେ ଭାଲୋ ବାଶି’ କୁହାଯାଏ। ହିନ୍ଦୀରେ ଏହାକୁ ‘ମେଁ ଆପ୍‌ସେ ପ୍ୟାର୍‌ କର୍‌ତା ହୁଁ’ କୁହାଯାଏ। ହେଲେ କ’ଣ ଆପଣ ଜାଣନ୍ତି ପାକିସ୍ତାନରେ ଏହାକୁ କ’ଣ କୁହାଯାଏ?

ପାକିସ୍ତାନରେ ଉର୍ଦ୍ଦୁ ଏବଂ ପଞ୍ଜାବୀ ମିଶା ଭାଷାର ପ୍ରଚଳନ ରହିଛି। ଏଥିରେ ଉର୍ଦ୍ଦୁର ପ୍ରାଧାନ୍ୟ ଅଧିକ। ଯଦି ଆପଣ ଉତ୍ତର ଜାଣି ନାହାନ୍ତି ତେବେ ଜାଣି ନିଅନ୍ତୁ। ଦେଶରେ ଏହାକୁ ‘ମୁଝେ ଆପ୍‌ସେ ମୋହବତ ହେ’ ବୋଲି କୁହାଯାଏ।

Share