Categories: ଜାତୀୟ

ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଉପରେ ଆକ୍ରମଣ…

କୋଲକାତା,୧୩।୧୨ : ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଦ୍ୟୁତ ଚକ୍ରବର୍ତ୍ତୀଙ୍କୁ ତାଙ୍କ ସରକାରୀ ବାସଭବନର ପ୍ରବେଶ ପଥରେ କେତେକ ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ଯେତେବେଳେ ପ୍ରଫେସରଙ୍କୁ ଆକ୍ରମଣ କରାଯାଇଥିଲା ସେତେବେଳେ ଶାନ୍ତିନିକେତନ ପୋଲିସ ଷ୍ଟେଶନର ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏନେଇ ତଦନ୍ତ ଆରମ୍ଭ ହୋଇଛି।

ବୁଦ୍ଧିଜୀବୀ ତଥା ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଏହି ଘଟଣାର ନିନ୍ଦା କରାଯାଇଛି।

Share