Posted inଫୁରସତ

ଆଉ କେଇଟା ମିନିଟ୍‌ ପରେ ପଡିଥାନ୍ତା ହାତଗଣ୍ଠି: କନ୍ୟାଙ୍କ ଟିକେ ଭୁଲ୍‌ରେ ହଠାତ୍‌ ନିଆଁରେ ଜଳିଲେ ବର, ପରେ…

ଆଜିକାଲିର ବିବାହ କେବଳ ବେଦୀହୋମଯଜ୍ଞ କି ବ୍ରାହ୍ମଣଙ୍କ ବୈଦିକ ମନ୍ତ୍ରରେ ସୀମିତ ନାହିଁ । ବିବାହ ଏବେ ରୀତିନୀତି ଅପେକ୍ଷା ରିଲ୍ସର ଏକ ପାର୍ଟ ହୋଇଗଲାଣି। ଏହି ଟ୍ରେଣ୍ଡକୁ ଯଦି କିଏ ନ ଆପଣାଏ , ତେବେ ଏହା ଏକ ଶସ୍ତା ବିବାହ ବୋଲି ଲୋକଙ୍କ ଧାରଣା ହୋଇଗଲାଣି । ଅନ୍ୟକୁ ଆଶ୍ଚର୍ଯ୍ୟ କରେଇବା ଆଉ ନୂଆ ଟ୍ରେଣ୍ଡ ସୃଷ୍ଟି କରିବା ନେଇ କେଉଁଠି ବିବାହରେ ବର ନାଚି ନାଚି ଆସୁଛି ତ କେଉଁଠି ଟ୍ରାକ୍ଟର ଚଢି ଆସୁଛି ।
ଅନ୍ୟ ପକ୍ଷେ କନ୍ୟା ମଧ୍ୟ କେଉଁଥିରେ କମ୍‌ ନୁହେଁ କନ୍ୟା ମଧ୍ୟ ବୁଲେଟ୍‌ ଚଢ଼ି ଆସିଲେଣି ଫାୟାୟର ଗନ୍‌ ଧରିଲେଣି।
ତେବେ କେତେବେଳେ ଏହି ଫାୟାରଗନ ବର ମୁଣ୍ଡରେ ନିଆଁ ଲଗାଇଦିଏ ତାହା କେହି ଭାବିନ ନ ଥାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ  ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଦେଖିବାକୁ ମିଳୁଛି କନ୍ୟା ଜଣଙ୍କ ଫାୟାର୍‌ ଗନ ଚଳାଇବା ବେଳେ ହଠାତ ବିସ୍ଫୋରଣ ହୁଏ । ଏହି ସମୟରେ ହଠାତ୍‌ ନିଆଁ ଆସି ବରର ପଗଡି ଉପରେ ପଡେ ଆଉ ନିଆଁ ଲାଗିଯାଏ । ସବୁଠାରୁ ମଜାଦାର କଥା ବର ଶୋ’ରେ ଏତେ ମଗ୍ନ ଥାନ୍ତି  ଯେ ସେ ନିଆଁ
ଲାଗିବା ଜାଣିପାରନ୍ତି  ନାହିଁ । ପରେ ସେ ବି ଫାୟାର୍‌ ଗନ ଚଳାନ୍ତି ।
ବରଙ୍କ ଭାଗ୍ୟ ଭଲ ସେଠାରେ ଥିବା ଲୋକମାନେ ଏହାକୁ ଦେଖିଦେଇ ଦଡ଼ି ଆସିଲେ ଆଉ ବରଙ୍କ ମୁଣ୍ଡରୁ ପଗଡି କାଢିନେଲେ । ଏହା ପରେ ହିଁ ବର ରିଲ୍‌ ଲାଇଫ୍ରୁ ବାସ୍ତବ ଜୀବନକୁ ଫେରିଥିଲେ ।
ଏହି ଭିଡିଓଟି @gharkekalesh ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଅନେକ ଲୋକ ଏହି ଭିଡିଓଟିକୁ ଲାଇକ ମଧ୍ୟ କରିଛନ୍ତି । ଏପରି ପରିସ୍ଥିତିରେ, ସୋସିଆଲ ମିଡିଆ ୟୁଜର୍‌ ଭିଡିଓକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
ଜଣେ ଲେଖିଛନ୍ତି – ଯଦି ପତ୍ନୀ ଆଉ ପଗଡ଼ି ଜଳୁଛି ତ ଜଳିବାକୁ ଦିଅ, ମୁଁ ର ରିଲ ତିଆରି କରିବି । ଆଉ ଜଣେ ଲେଖିଛନ୍ତି – କି ମୂର୍ଖାମୀ! ଅନ୍ୟ ଜଣେ ଲେଖିଛନ୍ତି- ଏହି ପ୍ରକାରର ଖାମଖିଆଲି କାହା ଜୀବନକୁ ବିପଦରେ ପକାଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ବଡ଼ ଝଟକା: ଯୁଦ୍ଧ ଯୋଗୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ଦେଶରେ ପଡୁଛି। ଇରାନ ହେର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ଫଳରେ ଆମଦାନୀ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା! ଆଗାମୀ ୩ଦିନ ଏସବୁ ଜିଲାରେ ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୬।୩: ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ରହିବ ପ୍ରଭାବ । ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ।…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ପ୍ରକାଶ ପାଇଲା ସିଭିଲ ସର୍ଭିସ୍‌ ରେଜଲ୍ଟ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର, ଜାଣନ୍ତୁ ପୂରା ଲିଷ୍ଟ…

ନୂଆଦିଲ୍ଲୀ,୬ା୩: ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ(UPSC) ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଥିବାବେଳେ ଦ୍ୱିତୀୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ଅଭିଷେକ ଶର୍ମା OUT! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ, ବିଶ୍ୱକପ ଫାଇନାଲ ପାଇଁ ଦଳ ଘୋଷଣା

ନୂଆଦିଲ୍ଲୀ,୬।୩: ଭାରତ ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଏହି ରୋମାଞ୍ଚକର ମହାମୁକାବିଲା ରବିବାର (8 ମାର୍ଚ୍ଚ) ଅହମ୍ମଦାବାଦର ନରେନ୍ଦ୍ର…

ଭୁବନେଶ୍ୱରରେ ଅମିତ ଶାହା, ସ୍ବାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୩: ଭୁବନେଶ୍ୱର ବିମାନବନ୍ଦରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଆସି ପହଞ୍ଚିଛନ୍ତି। ଶାହା ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri