ହଲିଉଡ୍ ସୁପରଷ୍ଟାର ଭିନ୍ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସହଯୋଗୀ

ନୂଆଦିଲ୍ଲୀ,୨୨।୧୨: ହଲିଉଡ୍ ଅଭିନେତା ଭିନ୍ ଡିଜେଲଙ୍କ ବିରୋଧରେ ଯୋଉଁ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ। ଏକ ଦଶନ୍ଧି ପୂର୍ବରୁ ଆଟଲାଣ୍ଟ ହୋଟେଲରେ ଘଟିଥିବା ଏହି ଘଟଣା ପାଇଁ ପୀଡିତା କାର୍ଲିଫର୍ଣ୍ଣିଆ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ପ୍ରମାଣିତ ହେଲେ ଅଭିନେତା ଜେଲ ଯାଇପାରନ୍ତି।

ଆସ୍ତା ଜନସନ ନାମକ ପୀଡିତା କହିଛନ୍ତି ଯେ, ‘ଫାଷ୍ଟ ଆଣ୍ଡ ଫ୍ୟୁରିଅସ’ ପରେ ଅଭିନେତାଙ୍କ କମ୍ପାନୀରେ ଯୋଗ ଦେଇଥିଲେ। ଏହାପରେ ପ୍ରଥମେ ପ୍ରୋଜେକ୍ଟରେ ତାଙ୍କୁ 2010ରେ ‘ଫାଷ୍ଟ ଫାଇଭ’ ସୁଟିଂ ପାଇଁ ଆଟଲାଣ୍ଟ ଯିବାକୁ ପଡିଥିଲା।

ଏଠାରେ ଡିଜେଲ ରହୁଥିବା ହୋଟେଲରେ ଅଭିନେତାଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ନିୟୋଜିତ କରାଯାଇଥିଲା। ଏକୁଟିଆ ଥିବା ସମୟରେ ଅଭିନେତା ହୋଟେଲ ରୁମରେ ଆସ୍ତାଙ୍କ ସହିତ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ, ଯେତେବେଳେ କି ସେ ବାରମ୍ବାର ନାଁ ନାଁ ବୋଲି କହୁଥିଲେ ବୋଲି ଏଫଆଇଆରରେ ଦର୍ଶାଇଛନ୍ତି।

ତେବେ ସାହାସର ସହିତ ଅଭିଯୋଗ କରିବାରୁ ଅଭିନେତାଙ୍କ ଭଉଣୀ ସାମନ୍ଥା ଭିନସେଣ୍ଟ ତଥା ୱାନ ରେସର ଅଧ୍ୟକ୍ଷ ପିଡୀତାଙ୍କୁ ଚାକିରିରୁ ବିଦା କରି ଦେଇଥିଲେ। ତେବେ ଏହି ମାମଲାରେ ଭିନ୍ ଡିଜେଲଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

Valentine’s Day: ପ୍ରେମ ଦିବସରେ ନୂଆ ପ୍ରେମିକାଙ୍କ ନାଁ ଖୁଲାସା କଲେ Lalit Modi, ସୁସ୍ମିତା ସେନଙ୍କ ସହ ବ୍ରେକଅପ୍‌…

ନୂଆଦିଲ୍ଲୀ,୧୪।୨: IPL ପ୍ରତିଷ୍ଠାତା ତଥା ଏହାର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦିଙ୍କ ଲଭଷ୍ଟୋରୀରେ breakup । ଅଭିନେତ୍ରୀ Sushmita Sen ଓ ଲଲିତ ମୋଦିଙ୍କ ମଧ୍ୟରେ...

ପୂର୍ବତନ ଗର୍ଲଫ୍ରେଣ୍ଡ୍‌ଙ୍କ ଡ୍ୟାନ୍ସ ଦେଖି ଚୁପ୍‌ ହୋଇଗଲେ ଅର୍ଜୁନ: କହିଲେ….

ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଅଲଗା ହୋଇସାରିଛନ୍ତି। କିନ୍ତୁ ଯେତେବେଳେ ବି ସେମାନେ ଭେଟନ୍ତି ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ପଷ୍ଟ ଭାବରେ...

‘India’s Got Latent’ର ସମସ୍ତ ଏପିସୋଡ୍ ଡିଲିଟ୍ କଲେ ସମୟ ରାଇନା, ବିବାଦ ଉପରେ କହିଲେ- ‘ସମ୍ଭାଳିବା କଷ୍ଟକର…’

ମୁମ୍ବାଇ,୧୨।୨: ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଉପରେ ବିବାଦ ପରେ, ଏବେ ଶୋ’ର ଆୟୋଜକ ସମୟ ରାଇନା ଶୋ’ର ସମସ୍ତ ଏପିସୋଡ୍ ଡିଲିଟ୍ କରିଦେଇଛନ୍ତି। ସେ ଏକ୍ସ’ରେ...

‘ଏବେ ମୋର ନାତି ଦରକାର’

ହାଇଦ୍ରାବାଦ: କାମ ସାରି ଯେବେ ବି ଘରକୁ ଫେରେ ଲାଗେ ମହିଳା ହଷ୍ଟେଲକୁ ଯାଉଛି। ସମସ୍ତଙ୍କ ମଧ୍ୟରେ ମୋତେ ଓ୍ବାର୍ଡନ ଭଳି ମନେ ହୁଏ। ଏଣୁ...

JioFiber କନେକ୍ସନ କାଟି AirFiberକୁ ସୁଇଚ୍‌ କରିବାକୁ ଚାହୁଁଛନ୍ତି କି? ହୋଇଯିବ ୧୦୦୦ ଟଙ୍କାର କ୍ଷତି, ଜାଣନ୍ତୁ କିଭଳି?  

ନୂଆଦିଲ୍ଲୀ,୧୨।୨: ବହୁତ ଘରେ JioFiber କନେକ୍ସନ ଲଗାଇଥିଲେ,  ଯାହାକୁ ଆପଣ ଏବେ ବନ୍ଦ କରି AirFiberକୁ ସୁଇଚ୍‌ କରିବାକୁ ଚାହୁଁଛନ୍ତି କି? ଏହି ପରିସ୍ଥିତିରେ ଆପଣଙ୍କର...

India’s Got Latent: ଇନ୍‌ଷ୍ଟାଗ୍ରାମରେ ଜଣେ ଯୁବତୀଙ୍କୁ ଫଲୋ କରନ୍ତି ସମୟ ରାଇନା, ନାଁ ଶୁଣିଲେ…

ମୁମ୍ବାଇ: ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ ବିବାଦ ଘେରକୁ ଆସିଛି। ରଣବୀର ଆହ୍ଲାବାଦିଆଙ୍କ ମାତାପିତାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ପରେ ସମୟ ରାଇନା ମଧ୍ୟ ବିବାଦରେ ଫସିଛନ୍ତି।...

ଆତ୍ମହତ୍ୟା କଲେ ଓଡ଼ିଆ ରାପର୍‌ ଅଭିନବ ସିଂ: ସ୍ତ୍ରୀ ନିର୍ଯାତନା ଅଭିଯୋଗ ଆଣିଲେ ପରିବାର

ବେଙ୍ଗାଲୁରୁ,୧୨।୨: ଉଦୀୟମାନ ଓଡ଼ିଆ ରାପର୍‌ ଅଭିନବ ସିଂଙ୍କ ରହସ୍ୟଜନକ ଭାବରେ ମୃତ୍ୟୁ ଘଟିଛି। ‘ଜଗରନଟ’ ଭାବରେ ଜଣାଶୁଣା ଅଭିନବ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ବେଙ୍ଗାଲୁରୁର...

Disney+ Hotstar ସେବା ଠପ୍‌: ଆକାଉଣ୍ଟ ଆକ୍ସେସ୍‌ ସହ ଭିଡିଓ ଦେଖି ପାରୁନାହାନ୍ତି ୟୁଜର୍ସ

ନୂଆଦିଲ୍ଲୀ,୧୨।୨: ଭାରତରେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ Disney+ Hotstarର ସେବା ଡାଉନ୍‌ ହୋଇଯାଇଛି। ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଏହି ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri