ମେଟାରେ ନିଯୁକ୍ତ ହେଲେ ବିକାଶ ପୁରୋହିତ

ନୂଆଦିଲ୍ଲୀ,୧୦।୧: ଅନ୍ତଃରାଷ୍ଟ୍ରୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାର ଗ୍ଲୋବାଲ ବିଜନେସ୍‌ ଗ୍ରୁପ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ଅଭିଜ୍ଞ ବିକାଶ ପୁରୋହିତଙ୍କୁ ନିକଟରେ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ସୋମବାର ମେଟା ବିକାଶଙ୍କ କାର୍ଯ୍ୟକଳାପ ଓ ନିଯୁକ୍ତି କ୍ଷେତ୍ର ସମ୍ପର୍କରେ ଅବଗତ କରାଇଛି। ଏପରିକି ସେ ଭାରତୀୟ ବିଜ୍ଞାପନଦାତା କମ୍ପାନୀମାନଙ୍କ ସହ ମିଶି ମେଟା ପାଇଁ କାର୍ଯ୍ୟ କରିବେ। ବିଶେଷ କରି ପୁରୋହିତ ଭାରତର ବଡ଼ ବଡ଼ ବ୍ରାଣ୍ଡ୍‌ ଓ କମ୍ପାନୀ ସହ ମେଟାର ବ୍ୟବସାୟିକ କାର୍ଯ୍ୟକଳାପକୁ ଆଗକୁ ବଢାଇବେ ଏବଂ ବିଭିନ୍ନ କମ୍ପାନୀଗୁଡ଼ିକ ସହ ବିଜ୍ଞାପନ ସମ୍ବନ୍ଧିତ ବ୍ୟବସାୟିକ ଚୁକ୍ତି କରିବେ ବୋଲି ମେଟା ପକ୍ଷରୁ କୁହାଯାଇଛି। ସେହିଭଳି କମ୍ପାନୀର ମୁଖ୍ୟ ବ୍ୟବସାୟର ଭର୍ଟିକାଲ ଟିମ୍‌, ଏଜେନ୍ସି ଟିମ ଏବଂ ବିଜନେସ୍‌ ସଲ୍ୟୁଶନ ଟିମ୍‌ ପୁରୋହିତଙ୍କୁ ରିପୋର୍ଟ କରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପୁରୋହିତ ମେଟାର ଭାରତ ବିଜ୍ଞାପନ ବ୍ୟବସାୟ ମୁଖ୍ୟ ଅରୁଣ ଶ୍ରୀନିବାସନଙ୍କୁ ମଧ୍ୟ ରିପୋର୍ଟ କରିବେ ବୋଲି ମେଟା ପକ୍ଷରୁ କୁହାଯାଇଛି। ଏପରିକି ନିକଟରେ ସା ଦେବନାଥନଙ୍କୁ କମ୍ପାନୀ ଭାରତ ଶାଖାର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କୃଷି ପରେ କର୍ମ ସଂସ୍ଥାନ ଯୋଗାଉଛି ବୟନ ଶିଳ୍ପ: ମନ୍ତ୍ରୀ

ଭୁବନେଶ୍ୱର, ୩୦। ୮(ବ୍ୟୁରୋ): ଦେଶର ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଗ୍ରାମୀଣ କାରିଗରଙ୍କ ସଶକ୍ତୀକରଣ ନିମନ୍ତେ...

ଫ୍ରିଡମ୍‌ ଅଏଲକୁ ଗ୍ଲୋବଏଲ ଡାଇମଣ୍ଡ ଆୱାର୍ଡ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଖାଇବାତେଲ ବ୍ରାଣ୍ଡ୍‌ ଫ୍ରିଡମ୍‌କୁ ‘ଗ୍ଲୋବଏଲ ଡାଇମଣ୍ଡ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଭାରତର ସବୁଠାରୁ ଅଧିକ ସନ୍‌ଫ୍ଲାୱାର ଖାଇବାତେଲ ଆମଦାନୀ...

ଜିଓ ଫୋନ୍‌ର ‘ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌’ଅଫର

ନୂଆଦିଲ୍ଲୀ,୨୪।୫ ରିଲାଏନ୍ସ ରିଟେଲ୍‌ ପକ୍ଷରୁ ଜିଓ ଫୋନ୍‌ ନେକ୍ସଟ୍‌ ପାଇଁ ସୀମିତ ସମୟର ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ଅନୁସାରେ...

ହ୍ରାସ ହୋଇପାରେ ଜିଡିପି ଆକଳନ

ନୂଆଦିଲ୍ଲୀ,୧୨।୫: ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ଧିମାବସ୍ଥାକୁ ନଜରରେ ରଖି ଆମେରିକାର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌ କମ୍ପାନୀ ‘ମୋର୍ଗାନ୍‌ ଷ୍ଟାନ୍‌ଲେ’ ପକ୍ଷରୁ ଦେଶର ସମଗ୍ର...

୨ ସିମେଣ୍ଟ କମ୍ପାନୀ କିଣିଲେ ଆଦାନୀ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ନିକଟରେ ୨ଟି ସିମେଣ୍ଟ କମ୍ପାନୀ ଆଦାନୀ ଅମ୍ବୁଜା ସହ ଏସିସି ସିମେଣ୍ଟକୁ...

ଓଏମ୍‌ସି ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୧।୧୧: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ସୋମବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି...

ଅତିରିକ୍ତ ୨.୩୫ ଲକ୍ଷ କୋଟି ଖର୍ଚ୍ଚ କରିବ କେନ୍ଦ୍ର

  ନୂଆଦିଲ୍ଲୀ, ୧୫।୯: ଚଳିତ ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ଅତିରିକ୍ତ ୨.୩୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ମଧ୍ୟରେ ପ୍ରାଥମିକ ପର୍ଯ୍ୟାୟରେ...

୧୬ରେ ‘ଅଳ୍ପ ଦିନର ଗଳ୍ପ ଆମର’

ଭୁବନେଶ୍ୱର,୧୩।୧୧: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଶା ଚ୍ୟାନେଲ ଜୀ ସାର୍ଥକର ନୂଆ ଓଡ଼ିଆ ସିନେମା ‘ଅଳ୍ପ ଦିନର ଗଳ୍ପ ଆମର’ ଅକ୍ଟୋବର ୧୬ ସନ୍ଧ୍ୟା...

Advertisement
Archives

Model This Week