ସ୍ତ୍ରୀଙ୍କୁ ହେମାମାଳିନୀଙ୍କ ସହ ତୁଳନା କଲେ ବିକି କୌଶଲ

ବଲିଉଡ୍‌ର ପାଓ୍ବାରଫୁଲ୍‌ କପଲ୍‌ ଭାବେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଜଣାଶୁଣା। ନିକଟରେ ଦୁହେଁ ପ୍ରଥମ ବିବାହବାର୍ଷିକୀ ପାଳନ କରିଛନ୍ତି। ବିକି ଏବଂ କ୍ୟାଟ ପ୍ରାୟତଃ ପରସ୍ପରକୁ ଖୋଲାଖୋଲି ପ୍ରଶଂସା କରୁଥିବା ଦେଖାଯାଏ। ପୁଣି ଥରେ ବିକି କ୍ୟାଟ୍ରିନାଙ୍କ ଗୁଣ ଗଣନା କରିଛନ୍ତି। କେବଳ ଏତିକି ନୁହେଁ, ସେ କ୍ୟାଟ୍ରିନାଙ୍କୁ ଡ୍ରିମ୍‌ ଗର୍ଲ ହେମାମାଳିନୀଙ୍କ ସହ ତୁଳନା କରିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ବିକି କହିଛନ୍ତି, ଆଜି କ୍ୟାଟ୍ରିନା ଯାହା ବି କିଛି ହୋଇଛନ୍ତି, ନିଜ ଦମ୍‌ରେ ହୋଇଛନ୍ତି। ଏଥିପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ମୁଁ ତାଙ୍କୁ ହୃଦୟରୁ ସମ୍ମାନ କରେ। ହେମାମାଳିନୀଙ୍କ ଭଳି ଅନ୍ତର୍ଜାତୀୟ ପ୍ଲାଟଫର୍ମରେ କ୍ୟାଟ୍ରିନା ମଧ୍ୟ ବଲିଉଡର ପ୍ରତିନିଧିତ୍ୱ କରନ୍ତି। ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି। ସେ କୁହନ୍ତି, ଯଦି ତୁମେ କାହା ବିଷୟରେ ଭଲ କହିପାରିବ ନାହିଁ, ଆଦୌ ସେ ବିଷୟରେ କଥା କୁହ ନାହିଁ।
କ୍ୟାଟ୍ରିନା ଏବଂ ବିକି ୯ ଡିସେମ୍ବର ୨୦୨୧ରେ ବିବାହ କରିଥିଲେ। ବିକି ଆଜିକାଲି ତାଙ୍କ ଫିଲ୍ମ ‘ଗୋବିନ୍ଦା ନାମ ମେରା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଓଟିଟିରେ ମୁକ୍ତିଲାଭ କରିଛି। ଅନ୍ୟପକ୍ଷରେ, କ୍ୟାଟ୍ରିନାଙ୍କୁ ଶୀଘ୍ର ‘ମେରି କ୍ରିସମାସ’ ଏବଂ ‘ଟାଇଗର’ ଭଳି ଫିଲ୍ମରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଶାକୁନ୍ତଳମ’ର ଫାଷ୍ଟ ଲୁକ୍ ରିଲିଜ

ଚେନ୍ନାଇ: ଏବେ ସାଉଥ୍ ଫିଲ୍ମର ଜଲୱା ଦେଖିବାକୁ ମିଳିଛି । ନିକଟରେ ସାଉଥର ଆଉ ଏକ ଐତିହାସିକ ଫିଲ୍ମର ଫାଷ୍ଟ ଲୁକ ରିଲିଜ ହୋଇଛି ।...

ମାସ୍କ ଲଗାଇ ୨ ମାସ ପରେ ଘରୁ ବାହାରିଲେ ଦେଶୀ ଗର୍ଲ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଅଧିକାଂଶ ଲୋକେ ଘରେ ବନ୍ଦ ହୋଇ ରହୁଛନ୍ତି।...

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ବଲିଉଡ୍‌ର ଲେଡି ଅମିତାଭ ବଚ୍ଚନ କୁହାଯିବାପରେ , ରାଗିକି ବିଗ୍‌ ବି କହିଥିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ତାଙ୍କ ଅଭିନୟରେ କେବଳ ଅଭିନେତ୍ରୀମାନଙ୍କୁ ନୁହେଁ ବରଂ ବଡ଼ ବଡ଼ ଅଭିନେତାଙ୍କୁ ମଧ୍ୟ ପଛରେ ପକେଇ ଦେଉଥିଲେ। ସେ ବଲିଉଡର ପ୍ରଥମ...

ଜାଣନ୍ତୁ ବକ୍ସ ଅଫିସରେ କେତେ ଆୟ କରିଛି ‘ଏକ୍‌ ଭିଲେନ୍‌ ରିଟର୍ନସ’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମରେ ଦିଶା ପଟାନି, ଅର୍ଜୁନ କପୁର୍‌, ଜନ୍‌ ଆବ୍ରହମ୍‌ ଏବଂ ତାରା...

କମ୍‌ ବୟସରେ ଆଖିବୁଜିଲେ ଏହି ଅଭିନେତ୍ରୀ

ଟିଭି ସିରିଜ୍‌ ‘୨୪’ରେ ଏଫ୍‌ବିଆଇ ଏଜେଣ୍ଟ ଭୂମିକାରେ ନଜର ଆସିଥିବା ଜଣାଶୁଣା ଅଭିନେତ୍ରୀ ଆନି ୱର୍ସିଂଙ୍କ ୪୫ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛିଦିନ...

ଅନ୍ଧବିଶ୍ୱାସର ଶିକାର ହୋଇ ବିବାହ କରି ନ ଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ସଞ୍ଜୀବ କୁମାର ଜଣେ ଅତୁଳନୀୟ ଅଭିନେତା ଥିଲେ। ୧୯୩୮ ମସିହା ଜୁଲାଇ ୯ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିବା ସଞ୍ଜୀବ ଜଣେ ଚମତ୍କାର...

ଆକ୍ସନ ପରେ ହରର ଫିଲ୍ମ କରିବେ ପ୍ରଭାସ, ମୂଖ୍ୟ ଭୂମିକାରେ ଏହି ଅଭିନେତ୍ରୀ

ସାଉଥ୍‌ ସୁପରଷ୍ଟାର ପ୍ରଭାସ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ‘ବାହୁବଳୀ’ ଏବଂ ‘ବାହୁବଳୀ ୨ ପରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ପ୍ରଭାସଙ୍କ ପାଖରେ କେବେ ବି...

ବିବାହ ପୂର୍ବରୁ ଏହି ଅଭିନେତ୍ରୀମାନେ ଥିଲେ ଗର୍ଭବତୀ !

ବଲିଉଡ୍‌ର କିଛି ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲା। ତେବେ ଜାଣନ୍ତୁ କେଉଁମାନଙ୍କ ନାମ ଏହି ଚର୍ଚ୍ଚାର ପରିସରକୁ ଆସିଥିଲା। ଶ୍ରୀଦେବୀ :...

Advertisement
Archives

Model This Week