ପ୍ରସିଦ୍ଧ ଫିଲ୍ମ ନିର୍ମାତା ନିତିନ ମନମୋହନଙ୍କ ପରଲୋକ

ବଲିଉଡର ପ୍ରସିଦ୍ଧ ନିର୍ମାତା ନିତିନ ମନମୋହନଙ୍କର ପରଲୋକ ଘଟିଛି। ଡିସେମ୍ବର ୩ ହୃଦଘାତରେ ହେବା ପରେ ନିତିନଙ୍କୁ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା। ଗୁରୁବାର ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।
ନିତିନ ମନମୋହନ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମ ନିର୍ମାଣ କରିଥିଲେ। ‘ବୋଲ୍‌ ରାଧା ବୋଲ୍‌’, ‘ଲାଡ୍‌ଲା’, ‘ଦସ୍‌’ ଭଳି ସୁପରହିଟ ଫିଲ୍ମ ପ୍ରସ୍ତୁତ କରିଥିଲେ। ନିତିନ ହେଉଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ମନମୋହନଙ୍କ ପୁଅ।


Enter your email to get our daily news in your inbox.

All Right Reserved By Dharitri.Com

‘ରାଜ କୁନ୍ଦ୍ରା ବି ବୁଝିସାରିଥିବେ’; ସଲମାନ୍‌ ଖାନ୍‌ଙ୍କ ମୁହଁରୁ ଭିଣୋଇଙ୍କ କଥା ଶୁଣି…

ବମ୍ବେ: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଜେଲରେ ଥିଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏବେ ସେ ଜାମିନରେ...

ଅଭିଷେକଙ୍କ ଫିଲ୍ମ ଦେଖିବାକୁ ମନାକଲେ ସ୍ତ୍ରୀ ଐଶ୍ୱର୍ଯ୍ୟା, ମା’ ଜୟା: ଜାଣନ୍ତୁ କାହିଁକି..

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ ବିଗ୍‌ ବୁଲ’ ଓଟିଟି ପ୍ଲାଟଫର୍ମ, ଡିଗ୍ରୀ ହଟଷ୍ଟାରରେ ରିଲିଜ୍‌ ହୋଇଯାଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଅଭିଷେକ କହିଛନ୍ତି...

ଶାହାରୁଖ୍‌ ପୁଅ ଅବରାମଙ୍କୁ ସ୍ତ୍ରୀଙ୍କଠାରୁ ରଖନ୍ତି ଦୂରେଇ

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ସ୍ତ୍ରୀ ଗୌରୀ ଖାନ୍‌ ଏମିତି ଏକ ଷ୍ଟାର କପଲ ଯିଏକି କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ଅନେକ ଚ୍ୟାଲେଞ୍ଜର...

୭ ବର୍ଷର ପ୍ରେମ ସମ୍ପର୍କ; ହଠାତ୍‌ ଅଲଗା ହୋଇ ଚମକାଇଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଆଶା ନେଗି ଏବଂ ଅଭିନେତା ରିତ୍ୱିକ ଧନଜାନୀ ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଥିଲେ। ଉଭୟଙ୍କ ପ୍ରେମସମ୍ପର୍କ ଗଣମାଧ୍ୟମର ଶିରୋନାମା ପାଲଟୁଥିଲା।...

ରିଲିଜ ପୂର୍ବରୁ ୧୧ କୋଟିରୁ ଅଧିକ ଆୟ କଲା ଐଶ୍ୱର୍ଯ୍ୟାଙ୍କ ଫିଲ୍ମ

ମୁମ୍ବାଇ: କିଛିଦିନ ହେବ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ’ର ଖୁବ୍ ଚର୍ଚ୍ଚା ହେଉଛି । ଖୁବ ବଡ ବଜେଟର ଫିଲ୍ମ ନିର୍ମାଣ କରୁଛନ୍ତି...

ବିବାଦରେ ଗାୟିକା ହାର୍ଡ କୌର

ମୁମ୍ବାଇ: ବିବାଦରେ ଗାୟିକା ହାର୍ଡ କୌର। ନିଜର ଇନଷ୍ଟା ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତ, ଉତ୍ତରପ୍ରଦେଶ...

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଖବର ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା...

ସାରା ଶେୟାର କଲେ ଫଟୋ; କାର୍ତ୍ତିକ ଆର୍ୟନ କଲେ ଲାଇକ୍‌

ବମ୍ବେ: ବଡ଼ ହୋଇଗଲେଣି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା। ଏବେ ବିଦେଶରେ ରହି ପାଠ ପଢ଼ୁଛନ୍ତି ସେ। ଆଜିର ସମୟର ପିଲାଙ୍କ ଭଳି...

Advertisement
Archives

Model This Week