୩ ରାଶିଙ୍କ ପାଇଁ ଆରମ୍ଭ ହେଲା ଗୋଲ୍ଡେନ ଟାଇମ୍‌, ୬୪ ଦିନ ଯାଏ ସଫଳତା ସହ ଅପାର ଧନଲାଭ!

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ। ଶୁକ୍ର ଭୌତିକ ସୁଖ, ବିଳାସିତା, ପ୍ରେମ, ସୌନ୍ଦର୍ଯ୍ୟ ଓ ଆକର୍ଷଣର କାରକ ଗ୍ରହ। କୁହାଯାଏ, ଜାତକଙ୍କ ଉପରେ ଶୁକ୍ରଙ୍କ ଶୁଭ ପ୍ରଭାବ ରହିଲେ ଜୀବନରେ ସୁଖ-ସମୃଦ୍ଧି ସହ ଧନଲାଭ ଓ ସୃଜନଶୀଳତା ବଢ଼ିଥାଏ।
ଜ୍ୟୋତିଷ ଅନୁସାରେ ଶୁକ୍ର ବୃଷ ଓ ତୁଳା ରାଶିର ଅଧିପତି। ତେଣୁ ଏହି ଦୁଇ ରାଶିରେ ଶୁକ୍ରଙ୍କ ଗୋଚର ସମୟରେ ତାଙ୍କ ପ୍ରଭାବ ଅଧିକ ଶକ୍ତିଶାଳୀ ହେବାର ମାନ୍ୟତା ରହିଛି। ବର୍ତ୍ତମାନ ଶୁକ୍ର ତୁଳା ରାଶିରେ ପ୍ରବେଶ କରିଛନ୍ତି ଏବଂ ପ୍ରାୟ ୬୪ରୁ ୬୬ ଦିନ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଏହି ଗୋଚର ସମୟରେ କିଛି ରାଶିର ଜାତକଙ୍କୁ ବିଶେଷ ଲାଭ ମିଳିବାର ଯୋଗ ରହିଛି।

ଶୁକ୍ରଙ୍କ ଗୋଚର ଧନୁ ରାଶିର ଜାତକଙ୍କ ପାଇଁ ଶୁଭ ଫଳ ଆଣିପାରେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନଙ୍କୁ ଲାଭଜନକ ଡିଲ ମିଳିପାରେ, ଯାହା ଆଗାମୀ ଦିନରେ ଆୟ ବଢ଼ାଇବାର ରାସ୍ତା ଖୋଲିପାରେ। ଏହି ସମୟରେ ଆର୍ଥିକ ସ୍ଥିତି ମଜବୁତ ହେବା ସହ ଅଟକି ରହିଥିବା କାମ ମଧ୍ୟ ଗତି ଧରିପାରେ। ନିବେଶ କ୍ଷେତ୍ରରେ ମଧ୍ୟ ଲାଭ ମିଳିବାର ଯୋଗ ରହିଛି। ପାରିବାରିକ ଓ ପ୍ରେମ ସମ୍ପର୍କରେ ମଧୁରତା ବଢ଼ିପାରେ।

ବୃଷ ରାଶି ପାଇଁ ଶୁକ୍ରଙ୍କ ଗୋଚରକୁ ବେଶ ଶୁଭ ମନେ କରାଯାଉଛି। ଏହି ସମୟରେ ଜାତକଙ୍କ ପାଇଁ ‘ଗୋଲ୍ଡେନ ଟାଇମ’ ଆରମ୍ଭ ହୋଇପାରେ। ବ୍ୟବସାୟରେ ପ୍ରଗତି ସହ ନୂଆ ସୁଯୋଗ ମିଳିପାରେ। ପୁରୁଣା ନିବେଶରୁ ଭଲ ରିଟର୍ନ ମିଳିବାର ଯୋଗ ରହିଛି। ସନ୍ତାନ ପକ୍ଷରୁ ମଧ୍ୟ ଶୁଭ ଖବର ମିଳିପାରେ। ଚାକିରି କରୁଥିବା ଲୋକଙ୍କ କାର୍ଯ୍ୟକ୍ଷେତ୍ରରେ କିଛି ବଡ଼ ପରିବର୍ତ୍ତନ ଆସିପାରେ, ଯାହା ଭବିଷ୍ୟତରେ ଲାଭଦାୟକ ହୋଇପାରେ। ଆପଣଙ୍କ ପରିଶ୍ରମ ଓ ଦକ୍ଷତାକୁ ମଧ୍ୟ ପ୍ରଶଂସା ମିଳିପାରେ। ଭାଗ୍ୟର ସାଥ୍‌ ମିଳିବାରୁ ଅନେକ କାମ ସହଜରେ ସଫଳ ହୋଇପାରେ।

ମକର ରାଶିର ଜାତକଙ୍କୁ ମଧ୍ୟ ଶୁକ୍ରଙ୍କ ଗୋଚରରୁ ବିଶେଷ ଲାଭ ମିଳିପାରେ। ଦୀର୍ଘଦିନ ଧରି ଅଟକି ରହିଥିବା କାମ ପୁଣି ଗତି ଧରିବ ଏବଂ ତାହାକୁ ସଫଳତାର ସହ ପୂରଣ କରିବାର ସୁଯୋଗ ମିଳିପାରେ। ବ୍ୟବସାୟରେ ନୂଆ ଡିଲ ହେବାର ସମ୍ଭାବନା ରହିଛି। ଏଥିରୁ ଭବିଷ୍ୟତରେ ଭଲ ଲାଭ ମିଳିପାରେ। କଳା ଓ ସୃଜନଶୀଳ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ପ୍ରତିଭାରେ ନିଖାର ଆସିପାରେ। ଆର୍ଥିକ ମାମଲାରେ ଭାଗ୍ୟର ସମର୍ଥନ ମିଳିବ। କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ପାଇବାର ସୁଯୋଗ ମିଳିପାରେ। ବିଶେଷକରି ପ୍ରପର୍ଟି କିମ୍ବା ରିଅଲ ଇଷ୍ଟେଟ ସହ ଜଡ଼ିତ ଲୋକଙ୍କୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୋଡ୍‌ରେ ବିଇଓ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ଉଦଳା,୩ା୯(ସନ୍ତୋଷ ବାଛିନୀ): ଆକ୍ସନ ମୋଡ୍‌ରେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷୟିତ୍ରୀ ପୂରବୀ ପରିଡ଼ା

ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ…

ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ! ବଡ଼ ଚେତାବନୀ ଦେଲା UN

ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିଲା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri