ଘର ତିଆରି କରୁଛନ୍ତି କି? ଏହି ଦିଗରେ ତିଆରି କରନ୍ତୁ ଶିଡ଼ି

ଘରେ ବାସ୍ତୁଦୋଷ ରହିଲେ ଐଶ୍ୱର୍ଯ୍ୟ ହାନି ହେବା ସହ ଅଭାବ ଅନଟନ ଦେଖାଦେଇଥାଏ। ଏହି ତାଲିକାରେ ଘରର ଶିଡ଼ି ମଧ୍ୟ ଆସେ। ଯଦି ଘରର ଶିଡ଼ି ବାସ୍ତୁ ଅନୁଯାୟୀ ଠିକ୍‌ କୋଣରେ ତିଆରି ନ ହୋଇଥାଏ ତା’ହେଲେ କି କି ସମସ୍ୟା ଦେଖାଦିଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଅନୁସାରେ ଘରର ଶିଡ଼ିକୁ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମ ଅଥବା ନୈଋତ୍ୟ କୋଣ (ଦକ୍ଷିଣ- ପଶ୍ଚିମ)ରେ ନିର୍ମାଣ କରିବା ଆବଶ୍ୟକ; ଯଦ୍ଦ୍ବାରା ଘର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ।

ଉତ୍ତର-ପୂର୍ବ ତଥା ଐଶାନ୍ୟ କୋଣରେ ଶିଡ଼ି ତିଆରି କରିବା ଉଚିତ ନୁହେଁ। କାରଣ ଏହାଦ୍ୱାରା ଘରେ ବାସ୍ତୁଦୋଷ ଉପୁଜିବା ସହ ଆର୍ଥତ୍କ ଦୁରବସ୍ଥା, ଚାକିରି ଅବା ବ୍ୟବସାୟ କ୍ଷେତ୍ରରେ କ୍ଷତି ସହିବାକୁ ମଧ୍ୟ ପଡ଼ିଥାଏ। ଭୁଲ୍‌ରେ ଆପଣଙ୍କ ଘରର ଶିଡ଼ି ଉତ୍ତର-ପୂର୍ବ କୋଣରେ ତିଆରି ହୋଇଯାଇଛି, ତା’ହେଲେ ପିରାମିଡ୍‌ ଦ୍ୱାରା ଏହି ବାସ୍ତୁଦୋଷକୁ ଦୂର କରିହେବ। କିନ୍ତୁ ଏହା ପୂର୍ବରୁ ବାସ୍ତୁ ବିଶେଷଜ୍ଞଠାରୁ ଏନେଇ କିଛିଟା ଟିପ୍ସ ବୁଝିନେବା ଜରୁରୀ।

ଅନୁଯାୟୀ, ଶିଡ଼ି ତିଆରି କରିବା ସମୟରେ ଧ୍ୟାନ ରଖିବେ ଏହାର ପାହାଚର ସଂଖ୍ୟା ଯେମିତି ଅଯୁଗ୍ମ ଅର୍ଥାତ୍‌ ୫, ୭, ୯, ୧୧ ଇତ୍ୟାଦି ହେଉଥିବ।

ଶିଡ଼ିର ପ୍ରତି ପାହାଚ ମଧ୍ୟରେ ଅନ୍ତତଃ ୯ ଇଞ୍ଚର ଅନ୍ତର ରହୁଥିଲେ, ଏହା ବାସ୍ତୁ ଅନୁସାରେ ଶୁଭ ମନା ଯାଇଥାଏ।
ଶିଡ଼ିର ବୁଲାଣି ବା ମୋଡ଼ ଦକ୍ଷିଣାବର୍ତ୍ତୀ ଅର୍ଥାତ୍‌ ବାମରୁ ଡାହାଣ ଆଡ଼କୁ ହୋଇଥିଲେ, ଘର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଢେ ସାତୀ ପ୍ରଭାବ ରହିବା ସତ୍ତ୍ୱେ ଆଜିଠୁ ଏହି ରାଶିର ଭଲ ଦିନ ଆରମ୍ଭ: ମିଳିବ…

ଆର୍ଥିକ ଦୃଷ୍ଟିରୁ, ଏପ୍ରିଲ ମାସ କୁମ୍ଭ ରାଶି ପାଇଁ ଲାଭ ଏବଂ କ୍ଷତିର ମାସ ହୋଇପାରେ। ମାସର ଆରମ୍ଭରେ ବୃହସ୍ପତିଙ୍କ ଉନ୍ନତ ସ୍ଥିତି ଆପଣଙ୍କୁ ଲାଭ ଆଣିବ।…

ପଣା ସଂକ୍ରାନ୍ତିରେ ଖୋଲିବ ୩ରାଶିର ଭାଗ୍ୟର ଦ୍ବାର, ହେବ ଧନବର୍ଷା!

୧୪ ଏପ୍ରିଲ୍ ୨୦୨୬, ନୂତନ ଆରମ୍ଭ ପାଇଁ ସଂକଳ୍ପ ଏବଂ ଗମ୍ଭୀର ଦାୟିତ୍ୱ ପୂରଣ ପାଇଁ ଉତ୍ସର୍ଗୀକୃତ ଏକ ଦିନ। ସୂର୍ଯ୍ୟଙ୍କ ମେଷ ରାଶିରେ ପ୍ରବେଶ ସହିତ,…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସଜନା ଶାଗ

ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହେଉଛି ଶଜନା ଶାଗ। ଏଥିରେ କାଲ୍‌ସିୟମ୍‌, ଆଇରନ୍‌ ସମେତ ଭିଟାମିନ୍‌-ଏ, ସି ଏବଂ ଇ ଭରି ରହିଛି। ବିଶେଷଭାବରେ ବ୍ଲଡ୍‌ପ୍ରେସର ସମସ୍ୟା…

ଓଜନ କମାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ

ବର୍ତ୍ତମାନ ଓଜନ ବୃଦ୍ଧି ବା ଓବେସିଟି ଅନ୍ୟତମ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ବିଶେଷଭାବରେ ଯୁବପିଢ଼ି ଏହାର ଅଧିକ ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି। ବିଶେଷଭାବରେ…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri