Posted inଫୁରସତ

୩୦୦ କିଲୋ ଯୁବକଙ୍କୁ ଡାକ୍ତରଙ୍କଠାରୁ ମିଳିଥିଲା ଏମିତି ଚେତାବନୀ: ୪ ବର୍ଷ ପରେ…

ନ୍ୟୁୟର୍କ,୧୨।୩: ଆମେରିକାର ମିସିସିପି ସହରରେ ରହୁଥିବା ଜଣେ ଯୁବକ ଚାରି ବର୍ଷରେ ୧୬୫ କିଲୋ ଓଜନ ହ୍ରାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଚାରି ବର୍ଷ ପୂର୍ବେ ୪୨ ବର୍ଷିୟ ନିକୋଲାସ କ୍ରାଫ୍ଟଙ୍କ ଓଜନ ପ୍ରାୟ ୩୦୦ କିଲୋ ଥିଲା। ଜଣେ ଡାକ୍ତର ଯୁବକଙ୍କୁ କହିଥିଲେ ଯେ, ସେ ଚାଲୁଥିବା ବୋମା ହୋଇଯାଇଛନ୍ତି ଏବଂ ଯେକୌଣସି ମୁହୂର୍ତ୍ତରେ ତାଙ୍କ ଜୀବନ ଯାଇପାରେ। ଏହା ଯୁବକଙ୍କୁ ଏତେ ଚିନ୍ତିତ କଲା ଯେ ସେ ଓଜନ ହ୍ରାସ କରିବାକୁ ସ୍ଥିର କଲେ।
୨୦୧୯ରେ ନିକୋଲାସ ଓଜନ ହ୍ରାସ କରିବାକୁ ସ୍ଥିର କଲେ। ପ୍ରଥମ ମାସରେ ସେ ଏକ ସନ୍ତୁଳିତ ଖାଦ୍ୟ ଗ୍ରହଣ କରି ୧୮ କିଲୋ ହ୍ରାସ କରିଥିଲେ। ପିଲାଦିନରୁ ନିକୋଲାସଙ୍କର ଅଧିକ ଓଜନ ଏକ ସମସ୍ୟା ଥିଲା ଏବଂ ଉଚ୍ଚ ବିଦ୍ୟାଳୟରେ ପଢୁଥିବାବେଳେ ତାଙ୍କର ଓଜନ ପ୍ରାୟ ୧୩୬ କିଲୋଗ୍ରାମ ଥିଲା। କ୍ରାଫ୍ଟ କହିଛନ୍ତି ଯେ, ଚାପ ଯୋଗୁ ସେ ଅଧିକ ଖାଦ୍ୟ ଖାଉଥିଲେ ଏବଂ ସେହି କାରଣରୁ ତାଙ୍କର ଓଜନ ଏତେ ବଢିଯାଇଥିଲା। ଭାରୀ ଓଜନ ହେତୁ ସେ ଶରୀରରେ ଯନ୍ତ୍ରଣା, ଆଣ୍ଠୁ ଯନ୍ତ୍ରଣା ଏବଂ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ।
ପରିସ୍ଥିତି ଏପରି ହୋଇଯାଇଥିଲା ଯେ, କ୍ରାଫ୍ଟ ଏକ କାରରେ ବସିପାରୁ ନ ଥିବାରୁ ଘରୁ ବାହାରି ପାରି ନ ଥିଲେ। ଏହି କାରଣରୁ ଲୋକଙ୍କ ସହ ତାଙ୍କର ସାକ୍ଷାତ ମଧ୍ୟ ବନ୍ଦ ହୋଇଯାଇଥିଲା। ୨୦୧୯ରେ, ଜଣେ ଡାକ୍ତର କ୍ରାଫ୍ଟରଙ୍କୁ କହିଥିଲେ, ତୁମେ ସର୍ବାଧିକ ଚାରିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ। ଏହା ପରେ କ୍ରାଫ୍ଟ ଓଜନ ହ୍ରାସ କରିବାକୁ ଚିନ୍ତା କଲେ। ବର୍ତ୍ତମାନ ନିକୋଲାସ କ୍ରାଫ୍ଟ ସଂପୂର୍ଣ୍ଣ ବଦଳି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri