ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକାର ମନ୍ତ୍ରୀ ଜିଓଫ୍ରି ପିୟାଟ

ୱାଶିଂଟନ,୧୨ ।୨: ଆମେରିକାର ଶକ୍ତି ସଂସାଧନ ସହାୟକ ବୈଦେଶିକ ମନ୍ତ୍ରୀ ଜିଓଫ୍ରି ପିୟାଟ ଆସନ୍ତା ସପ୍ତାହରେ ଭାରତ ଆସିବେ । ତାଙ୍କର ଉଦ୍ଦେଶ୍ୟ ଦକ୍ଷିଣ ଏସିଆରେ ସ୍ୱଚ୍ଛ ଶକ୍ତି ହସ୍ତାନ୍ତରଣ, ଶକ୍ତି ନିରାପତ୍ତା ଏବଂ ଦକ୍ଷିଣ ଏସିଆରେ ଶକ୍ତି ବୃଦ୍ଧି ସହିତ ଜଡିତ ସହଯୋଗକୁ ବୃଦ୍ଧି କରିବାକୁ ଏହାର ଲକ୍ଷ୍ୟ ରହିଛି । ପିୟାଟ ଫେବୃୟାରୀ ୧୩ରୁ ୧୭ ପର୍ଯ୍ୟନ୍ତ ମୁମ୍ବାଇ, ପୁଣେ ଓ ନୂଆଦିଲ୍ଲୀ ଗସ୍ତ କରିବେ ।

Share