ଏଲନ ମସ୍କଙ୍କ ନ୍ୟୁରାଲିଂକ କମ୍ପାନୀର ଯାଞ୍ଚ ଆରମ୍ଭ କଲା ଆମେରିକା ପ୍ରଶାସନ

ୱାଶିଂଟନ,୬ ।୧୨: ଆମେରିକାର ଆଇନ ପ୍ରବର୍ତ୍ତନର ଅଧିକାରୀମାନେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରାଲିଂକର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଏହି କମ୍ପାନୀ ମେଡିକାଲ ଡିଭାଇସ ତିଆରି କରିଥାଏ । ଆମେରିକା ପ୍ରଶାସନର ଅଧିକାରୀମାନେ ପ୍ରାଣୀ-କଲ୍ୟାଣ ଆଇନର ଉଲ୍ଲଂଘନକୁ ନେଇ ଏଲନ ମସ୍କଙ୍କ ଚିକିତ୍ସା ଉପକରଣ କମ୍ପାନୀ ନ୍ୟୁରାଲିଂକର ଯାଞ୍ଚ ଆରମ୍ଭ କରିଛନ୍ତି । କମ୍ପାନୀର କର୍ମଚାରୀମାନେ ପ୍ରାଣୀ ପରୀକ୍ଷଣ ଉପରେ ସୂଚନା ଦେଇଥିଲେ ଯାହକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, ଅରବପତି ବ୍ୟବସାୟୀ, ଏଲନ ମସ୍କ ସାରା ବିଶ୍ୱକୁ ନ୍ୟୁରାଲିଂକ ଇଂପ୍ଲାଣ୍ଟ ଲଗାଇବାକୁ ଦାବି କରିଥିଲେ । ମସ୍କ ଦାବି କରିଥିଲେ ଆସନ୍ତା ୬ ମାସ ମଧ୍ୟରେ ଏହାର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଯିବ ଓ ସର୍ବପ୍ରଥମେ ଦୃଷ୍ଟି ବାଧିତ ଓ ପାରାଲିସିସ ବା ପକ୍ଷାଘାତ ରୋଗୀଙ୍କୁ ସାହାଯ୍ୟ ମିଳବ । ଏହିଭଳି ଡିଭାଇସ ଉପରେ କାମ କରି ସାରିଥିବା ପେନସିଲଭାନିୟା ବିଶ୍ୱବିଦ୍ୟାଳୟର ପେରେଲମେନ ସ୍କୁଲ ଅଫ ମେଡିସିନର ନ୍ୟୁରୋସର୍ଜନ ଓ ନ୍ୟୁରୋସାଇଣ୍ଟିଷ୍ଟ ଡେନିୟଲ ୟେଶୋର କହିଥିଲେ, ସେ ମସ୍କଙ୍କ ଦାବିଠାରୁ ଅଧିକ ହାର୍ଡୱେୟାରରେ ପ୍ରଭାବିତ ହୋଇଛନ୍ତି । ତଥାପି ଏହା ଶାରୀରିକ ଓ ମାନସିକ କ୍ଷମତାକୁ ପୁନଃସ୍ଥାପିତ କିମ୍ବା ନାଟକୀୟ ଭାବରେ ବଢାଇବାର କ୍ଷମତା ଥିବା ପରି ଦେଖାଯାଉ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri