କରୋନା ମୁକ୍ତ ହେଲେ ଉର୍ମିଳା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ସୋସିଆଲ ମିଡିଆ ମାଧ୍ୟମରେ କରୋନା ନେଗେଟିଭ ହୋଇଥିବାର ସୂଚନା ଦେଇଛନ୍ତି। ନିକଟରେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ। ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜ ନିଜର ଟେଷ୍ଟ କରାଇ ନେବାକୁ ସୋସିଆଲ ମିଡିଆ ମାଧ୍ୟମରେ କହିଥିଲେ।

ଟୁଇଟରରେ ସେ ଭିଡିଓ ଶେୟାର କରି ତାଙ୍କର ଶୁଭଚିନ୍ତକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପଣମାନଙ୍କ ଭଲପାଇବା ଏବଂ ଶୁଭକାମନା ପାଇଁ ମୋର ରିପୋର୍ଟ ନେଗେଟିଭ ଆସିଛି ଏବଂ ମୁଁ ଏକଦମ ସୁସ୍ଥ ଅଛି ବୋଲି ସେ କହିଛନ୍ତି । ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ଯଦି ଆପଣମାନେ କରୋନା ଟିକା ନେଇ ନାହାଁନ୍ତି ତେବେ ଜଲଦି ନେଇ ଯାଆନ୍ତୁ ଏବଂ ବିନା ମାସ୍କରେ ବାହାକୁ ବାହାରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ସୁଶାନ୍ତଙ୍କ ଶେଷ ଫିଲ୍ମ

ବମ୍ବେ: ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହୋଇଛି ଅଭିନେତା ସୁଶାନ୍ତ ସିଂ ରାଜପୁତ ଅଭିନୀତ ଶେଷ ଫିଲ୍ମ ‘ଦିଲ ବେଚାରା’। ଡିଜନୀ ହଟ୍‌ଷ୍ଟାରରେ ରିଲିଜ କରାଯିବା ପରେ...

ବିବାହକୁ ନେଇ ଗୁଜବ କହିଲେ ବନ୍ଧୁ

ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଓ କ୍ରିକେଟର୍‌ କେ.ଏଲ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଦୁହେଁ ଅନେକ ଦିନରୁ ଡେଟ୍‌...

ଚିଡ଼ାଇବା ପରେ ଅଜୟଙ୍କୁ କାଜୋଲଙ୍କ ଜବାବ: ତୁମ ନିଦ ଉଡାଇ ଦେଖ ମୁଁ ନିଶ୍ଚିତରେ ଶୋଇଛି

ବମ୍ବେ: ୧୯୯୭ରେ ରିଲିଜ ହୋଇଥିଲା ଫିଲ୍ମ ‘ଇସ୍କ’। ଏଥିରେ ନାୟକ ଅଜୟ ଦେବଗନ ଏବଂ ନାୟିକା କାଜଲଙ୍କ ଯୋଡି ସମସ୍ତଙ୍କ ମନ ଜିଣିଥିଲା। ଇତିମଧ୍ୟରେ ଫିଲ୍ମକୁ...

ନିଜ ଓଜନ ବିଷୟରେ ଖୁଲାସା କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ସିଙ୍ଗର୍‌

ଝିଅମାନେ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଯେତେବେଳେ ସେମାନଙ୍କର ଓଜନ ଏବଂ ବୟସ କଥା ଆସେ, ସେମାନେ ଅନ୍ୟ...

ଡାକ୍ତରଖାନାରେ ଲୋକପ୍ରିୟ କମେଡିଆନ୍‌ ସୁନିଲ୍‌; ଦୀର୍ଘ ଜୀବନର କାମନା କରୁଛନ୍ତି ପ୍ରଶଂସକ

ବମ୍ବେ: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ କମେଡିଆନ୍‌ ସୁନିଲ ଗ୍ରୋଭର। ଡା. ମଶହୁର ଗୁଲାଟି ଏବଂ ଗୁତ୍ଥି ଭଳି ଚରିତ୍ରରେ ଅଭିନୟ କରି ଲକ୍ଷ ଲକ୍ଷ...

ଲୁଟେ କୋଇ ମନ୍‌ କା ନଗର…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ଶୁକ୍ରବାର ୭୩ ବର୍ଷ ପୂରଣ ହୋଇଛି। ସେ ୧୯୪୮ ଏପ୍ରିଲ ୯ରେ ଜବଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ...

ଦିନେ ବୁଲି ବୁଲି କଲମ ବିକ୍ରି କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ଜନି ଲିଭର ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୭ ମସିହା ଅଗଷ୍ଟ ୧୪ରେ ଆନ୍ଧ୍ରପ୍ରଦେଶର କାନିଗିରି ଜନ୍ମଗ୍ରହଣ କରିଥିଲେ ସେ। ଜନି...

କରୋନା ଯୁଦ୍ଧରେ ସହଯୋଗର ହାତ ବଢାଇଥିଲେ ଇର୍ଫାନ !

ମୁମ୍ବାଇ: ବଲିଉଡ୍‌ର ନାମୀଦାମୀ କଳାକାର ଭିତରେ ଇର୍ଫାନ ଖାଁଙ୍କ ନାଁ ଥିଲା ଅନ୍ୟତମ। ଏପ୍ରିଏ ୨୯, ୨୦୨୦ରେ ତାଙ୍କର ପରଲୋକ ହୋଇଥିଲେ ମଧ୍ୟ ଏବେବି ସେ...

Advertisement
Archives

Model This Week