ଜାତିସଂଘ ସହାୟତା ଗୋଦାମରୁ ଲୁଟ୍‌

ଡେଇର୍‌ ଅଲ୍‌ ବାଲାହ(ଗାଜା ଷ୍ଟ୍ରିପ୍‌),୩୦ା୧୦ : ଗାଜାରେ ଥିବା ଜାତିସଂଘର ସହାୟତା ସାମଗ୍ରୀ ଗୋଦାମଗୁଡ଼ିକରେ ହଜାର ହଜାର ପାଲେଷ୍ଟିନୀୟ ପଶି ଲୁଟ୍‌ପାଟ୍‌ କରିଛନ୍ତି। ସେମାନେ ଗୋଦାମରୁ ଅଟା ଓ ମୌଳିକ ସ୍ବାସ୍ଥ୍ୟସେବା ସାମଗ୍ରୀ ନେଇଯାଇଛନ୍ତି। ୩ ସପ୍ତାହ ଧରି ଚାଲିଥିବା ଆକ୍ରମଣ ସାଙ୍ଗକୁ ଇସ୍ରାଏଲ୍‌ର ଅବରୋଧ ଯୋଗୁ ଗାଜା ଷ୍ଟ୍ରିପ୍‌ରେ ଖାଦ୍ୟ, ଇନ୍ଧନ, ପାଣି, ଔଷଧ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚତ୍ପାରୁ ନାହିଁ। ତେଣୁ ସେଠାର ଜନସାଧାରଣ ଅତିଷ୍ଠ ହୋଇ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

 

Share