Posted inଫୁରସତ

ଜଣଙ୍କୁ ପ୍ରେମ ବିବାହ କଲେ ଦୁଇ ଭଉଣୀ, ଖୁସିର ଏମିତି ରାଜ୍‌ କହିଲେ…

ସେମାନେ ଦୁଇ ଭଉଣୀ ତଥାପି ଅଲଗା ନୁହନ୍ତି। ଦୁହେଁ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ତିନିଜଣ ଏବେ ବହୁତ ଖୁସି ଥିବା କହିଛନ୍ତି। କାରଣ ସେମାନେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ହିଁ ବିବାହ କରିଛନ୍ତି। ଦୁଇ ଭଉଣୀ ଜୋଶ ବଲିଙ୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଯାହା ନିକଟରେ ପ୍ରକାଶ ପାଇଛି। ବିବାହର ତିନି ବର୍ଷ ପରେ ମଧ୍ୟ ସେ ସୁଖମୟ ଜୀବନ ବିତାଉଛନ୍ତି। ଏହି ତିନିଜଣଙ୍କ ପାଇଁ ଏହା ସ୍ବାଭାବିକ ନୁହେଁ, କିନ୍ତୁ ଏହା ବିଶ୍ୱ ପାଇଁ ଏକ ଉଦାହରଣଠାରୁ କମ୍‌ ନୁହେଁ।

ଯାଆଁଳା ଭଉଣୀ ଆବି ଏବଂ ବ୍ରିଟାନି। ସେମାନେ ତଳଠାରୁ ଭିନ୍ନ ଏବଂ ଦୁଇଟି ମୁଣ୍ଡ ଅଛି। ୧୯୯୬ରେ ଓପ୍ରା ଓ୍ବିନ୍‌ଫ୍ରେଙ୍କ ଶୋ’ରେ ଉଭୟ ଭଉଣୀ ଦୁନିଆରେ ପ୍ରସିଦ୍ଧ ହୋଇଥିଲେ। ସେମାନଙ୍କର ନିଜସ୍ବ ଟିଭି ଶୋ’ ମଧ୍ୟ ପ୍ରସିଦ୍ଧ ହେଲା। ଯେଉଁଥିରେ ଲୋକମାନେ ଜାଣିବାର ସୁଯୋଗ ପାଇଲେ ଯେ, ଦୁହେଁ କିପରି ସାଧାରଣ ଜୀବନଯାପନ କରୁଛନ୍ତି ଏବଂ ଖୁସି ଅଛନ୍ତି।

ଆଜି ଉଭୟ ଭଉଣୀଙ୍କୁ ୩୪ ବର୍ଷ ବୟସ ହୋଇଛି ଏବଂ ନିକଟରେ ସେମାନଙ୍କର ବିବାହ ଫଟୋ ଶେୟାର କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଦୁନିଆକୁ କହିବାକୁ ପସନ୍ଦ କରନ୍ତି ନାହିଁ। ତଥାପି ସେମାନେ କହିଛନ୍ତି , ଜଣେ ମା ହେବାକୁ ଚାହୁଁଛନ୍ତି କିନ୍ତୁ ଏହା କିପରି ହେବ ସେ ବିଷୟରେ ଆଲୋଚନା କରିବାକୁ ଚାହୁଁନାହାନ୍ତି।

ଆବି ଏବଂ ବ୍ରିଟାନୀଙ୍କ ସ୍ବାମୀ ଜୋଶ ବଲିଙ୍ଗ ପୂର୍ବରୁ ସେନାବାହିନୀରେ କାର୍ଯ୍ୟ କରିଥିଲେ। ଆଜି ସମସ୍ତ ତିନିଜଣ ମିନେସୋଟାଠାରେ ରୁହନ୍ତି। ଯେଉଁଠାରେ ଯାଆଁଳା ଭଉଣୀ ବଢ଼ିଥିଲେ। ଜୋଶ କହିଛନ୍ତି, ତିନିଜଣ ବୁଲିବାକୁ ଯାଇ ଆଇସକ୍ରିମ ଖାଇବାକୁ ପସନ୍ଦ କରନ୍ତି। ତାଙ୍କ ବିବାହ ପୂର୍ବରୁ ତାଙ୍କର ଏକ ୮ ବର୍ଷର ଝିଅ ମଧ୍ୟ ଅଛି, ଯିଏ ତାଙ୍କ ପରିବାରର ଏକ ଅଂଶ।

ଆବି ଏବଂ ବ୍ରିଟାନି ଜନ୍ମ ହେବା ପରେ, ସେମାନଙ୍କ ମା’ଏବଂ ବାପା ସେମାନଙ୍କୁ ପୃଥକ୍‌ କରିବେ କି ନାହିଁ ତାହା ସ୍ଥିର କରିଥିଲେ। କିନ୍ତୁ ସମ୍ଭାବ୍ୟ ଜଟିଳ ଅସ୍ତ୍ରୋପଚାର ହେତୁ ସେମାନେ ତାହା ନ କରିବାକୁ ସ୍ଥିର କଲେ। ଦୁହେଁ କୁହନ୍ତି, ସେମାନେ କେବେ ବି ଅଲଗା ହେବା ବିଷୟରେ ଚିନ୍ତା କରିନାହାନ୍ତି ଏବଂ ସେମାନେ ଖୁସି ଯେ, ସେମାନଙ୍କର ମାତାପିତା ସେମାନଙ୍କୁ ଅଲଗା କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri