ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍‌ ମୃତ

ଜେରୁଜେଲମ୍‌,୬ା୫: ଶନିବାର ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍‌ଙ୍କ ମୃତ୍ୟୁ ହୋଇଛି। ତେବେ ଇସ୍ରାଏଲର ସୈନ୍ୟମାନେ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି।

ଏହି ସପ୍ତାହ ପୂର୍ବରୁ ଇସ୍ରାଏଲ ଏବଂ ଗାଜା ମଧ୍ୟରେ ସୀମାବର୍ତ୍ତୀ ଆକ୍ରମଣର ବିନିମୟ ଏବଂ ଏକ ବର୍ଷରୁ ଅଧିକ ହିଂସା ହୋଇଛି। ବାରମ୍ବାର ଇସ୍ରାଏଲ ଆକ୍ରମଣ ଏବଂ ପାଲେଷ୍ଟାଇନ୍‌ ଇସ୍ରାଏଲ ଉପରେ ଆକ୍ରମଣରୁ ଅନେକ ମୃତାହତ ହେଉଛନ୍ତି।

Share