ତୃଣମୂଳର ଡବଲ ସେଞ୍ଚୁରୀ: ଦୁଇ ଅଙ୍କରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ଲେଫ୍ଟ ମେଣ୍ଟ ୧ଟି ଆସନରେ ଅଗୁଆ ରହିଛି। ଅନ୍ୟ ଦଳଗୁଡ଼ିକ ୨ଟି ବିଧାନସଭା ଆସନରେ ଆଗୁଅ ରହିଛନ୍ତି। ରାଜ୍ୟର ୨୯୨ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୪୭ ରହିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବା ପ୍ରାୟ ନିଶ୍ଚିତ ହୋଇଛି। ତୃଣମୂଳ ଡବଲ ସେଞ୍ଚୁରୀ କରିଥିବାବେଳେ ଭାଜପା ୧୦୦ ତଳେ ଦୁୁଇ ଅଙ୍କରେ ରହିଛି।

Share