ଆତ୍ମସମର୍ପଣ କରିବେ ଟ୍ରମ୍ପ, ବନ୍ଦ ରହିବ ରାସ୍ତା

ନ୍ୟୁୟର୍କ,୩ା୪: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓକିଲଙ୍କ ନିକଟରେ ଆତ୍ମସମର୍ପଣ କରିବେ। ଏହା ପୂର୍ବରୁ ନ୍ୟୁୟର୍କ ସିଟି ପୋଲିସ ଟ୍ରମ୍ପ୍‌ ଟାଓ୍ବାରକୁ ବନ୍ଦ କରି ମ୍ୟାନହଟନ କ୍ରାଇମବ୍ରାଞ୍ଚ ନିକଟରେ ରାସ୍ତା ଅବରୋଧ କରିଛି।

ପୂର୍ବତନ ରାଷ୍ଟ୍ରପତିଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟରେ ହାଜର କରାଯିବ। ପର୍ନଷ୍ଟାରଙ୍କୁ ଦେୟ ପ୍ରଦାନର ଏକ ବୃହତ ଖଣ୍ଡପୀଠରେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟରେ ହାଜର ହେବେ ଟ୍ରମ୍ପ।

Share