Posted inଫୁରସତ

ଅଧା ମୁହଁର ଟ୍ରେଣ୍ଡ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ନୂଆ ଟ୍ରେଣ୍ଡ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଟ୍ରେଣ୍ଡର ନାଁ ରହିଛି ହାଫ୍‌ ଫେସ୍‌। ଅର୍ଥାତ୍‌ ଅଧା ମୁହଁର ଫଟୋ। ଲୋକେ ନିଜ ନିଜ ଟୁଇଟର ଓ ଫେସ୍‌ବୁକରେ ଏବେ ଅଧା ମୁହଁର ଫଟୋ ପକାଇ କମେଣ୍ଟ ଦେବାରେ ଲାଗିଛନ୍ତି। କେବଳ ମଜା କରିବା ପାଇଁ ଏହି ଟ୍ରେଣ୍ଡ୍‌ ଏବେ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି।
ହାଫ୍‌ ଫେସ୍‌ ଟ୍ରେଣ୍ଡ ପାଇଁ ଲୋକେ ବିଭିନ୍ନ ପ୍ରକାର କ୍ରିଏଟିଭ୍‌ ଉପାୟ ଆପଣେଇବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଏହି ଟ୍ରେଣ୍ଡର ଫଟୋ ନିମନ୍ତେ ନିଜର ସେଲ୍‌ଫି କିମ୍ବା ଅନ୍ୟ କାହାର ଫଟୋ ଅପଲୋଡ୍‌ କରିବାକୁ ପଡ଼ିଥାଏ। କିନ୍ତୁ ପ୍ରତ୍ୟେକ ଫଟୋର ଅଧା ଭାଗକୁ ଯେକୌଣସି ଉପାୟରେ ଲୁଚାଇବାକୁ ହୋଇଥାଏ। ଭିନ୍ନ କଥା ହେଉଛି ଅଧା ମୁହଁକୁ ଲୁଚାଇବା ପାଇଁ କିଏ ବିଭିନ୍ନ ପ୍ରକାର ଟାଟୁ କରୁଛି ତ ଆଉ କିଏ ଅଧା ମୁହଁକୁ ଲୁଚାଇ ଫଟୋ ଉଠାଉଛନ୍ତି।
ଏହି ଟ୍ରେଣ୍ଡଟି ଏବେ ଭାଇରାଲ୍‌ ହେବାରେ ଲାଗିଛି। ସେଥିପାଇଁ ଅନେକେ ନିଜର ଅଧା ମୁହଁର ଫଟୋ ପୋଷ୍ଟ କରି ମଜା କରିବାରେ ଲାଗିଛନ୍ତି । କିନ୍ତୁ ଏହାକୁ ନେଇ କେତେଜଣ ନକାରାତ୍ମକ କମେଣ୍ଟ ମଧ୍ୟ ଦେଉଛନ୍ତି। ତେବେ ଟୁଇଟର ଓ ଫେସ୍‌ବୁକରେ ଲୋକେ ନିଜର ଏଭଳି ହାଫ୍‌ ଫଟୋ ଶେୟାର କରିବା ସହିତ ବିଭିନ୍ନ ଗୃହପାଳିତ ପୋଷା ଜୀବଜନ୍ତୁଙ୍କର ବି ଫଟୋ ପୋଷ୍ଟ କରୁଛନ୍ତି। ହାଫ୍‌ ଫେସ୍‌ ଟ୍ରେଣ୍ଡରେ ଫଟୋ ସହିତ କମେଣ୍ଟ ବେଶି ମଜାଦାୟକ। ତେଣୁ ଜଣକ ପରେ ଜଣେ ଏଭଳି ଟ୍ରେଣ୍ଡକୁ ଆପଣେଇ ସୋସିଆଲ୍‌ ମିଡିଆରେ ଏକପ୍ରକାର ମନୋରଞ୍ଜନ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri