ଓଡ଼ିଶା: ଆଜିର ଫଟୋ (୪ ମେ ୨୦୨୬)
କଟକ ବାଲିଯାତ୍ରା ଉପରପଡ଼ିଆରେ ଆଦିବାସୀ ମହୋତ୍ସବ ଅନୁଷ୍ଠିତ
ଗୁରୁ କେଳୁଚରଣ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ପ୍ରଗାଢ଼ ଅଗ୍ରିମ ପାଠ୍ୟକ୍ରମ ନବପ୍ରବେଶୀ ଅଭିନନ୍ଦନ ଉତ୍ସବ
ଗୋଦାବରୀଶ ସାହିତ୍ୟ ସଂସଦରେ ବର୍ଷା ପବ୍ଲିକେସନ ପ୍ରକାଶିତ ରଜନୀ ରଞ୍ଜନ ଦାଶଙ୍କ ଚିତ୍ରନାଟ୍ୟ ପୁସ୍ତକ ‘ତୁ ସେଇ ନୀଳ ନୟନା’ର ଲୋକାର୍ପଣ ଉତ୍ସବ
ରାଜଧାନୀରେ ପ୍ରବଳ ଖରା
ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଡେପୁଟି ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କା ବଣ୍ଟନର ଶୁଭାରମ୍ଭ କରୁଛନ୍ତି