ଆଗକୁ ଆସୁଛି ଦୀପାବଳି। ପୂଜାର୍ଚ୍ଚନା ପାଇଁ କଟକ ନୟାସଡ଼କସ୍ଥିତ ଏକ ଦୋକାନରୁ ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି କିଣୁଛନ୍ତି ଗ୍ରାହକ
କଟକ ବାଲିଯାତ୍ରା ତଳ ପଡ଼ିଆରେ ଓରମାସ୍ ଷ୍ଟଲ୍ ପରିସରକୁ ମୋରମ ପକାଇ ସମତୁଲ କରାଯାଉଛି
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସଚିବାଳୟ ଯୁଗ୍ମ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ପାଳିତ
📲 Follow Dharitri – Odisha’s No.1 Odia Daily 📰✨