ଓଡ଼ିଶା: ଆଜିର ଫଟୋ ( ୧୧ ନଭେମ୍ବର, ୨୦୨୬ )

କଟକରେ ମା’ ଶ୍ୟାମାକାଳୀଙ୍କ ମେଢ଼ ଗୁଡ଼ିକ ବିସର୍ଜନ ପାଇଁ ଦେବୀଗଡା ଅଭିମୁଖେ ଯାଉଛନ୍ତି

 

ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

 

ଭୁବନେଶ୍ୱରର ଏକାମ୍ର ହାଟଠାରେ କ୍ରାଫ୍ଟ କାଉନସିଲ୍ ଅଫ୍ ଓଡ଼ିଶା ପକ୍ଷରୁ ‘ମାଷ୍ଟର କ୍ରାଫ୍ଟର୍ସ’ର ଉଦ୍‌ଘାଟିତ

ଭୁବନେଶ୍ୱରର ବୁଦ୍ଧ ମନ୍ଦିରଠାରେ ସାନ୍ତନୁ କୁମାର ଆଚାର୍ଯ୍ୟ ଫାଉଣ୍ଡେସନ୍ ପକ୍ଷରୁ ପୁସ୍ତକ ଉନ୍ମୋଚନ ଉତ୍ସବ  ଆୟୋଜିତ