ଓଡ଼ିଶା: ଆଜିର ଫଟୋ ( ୨୮ ଅକ୍ଟୋବର, ୨୦୨୬ )
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଲଗାଣ ବର୍ଷା ଓ ପବନ ଯୋଗୁଁ ଭୁବନେଶ୍ୱରରେ ଜନଜୀବନ ଅସ୍ତବ୍ୟସ୍ତ
ଭୁବନେଶ୍ୱରସ୍ଥିତ ସୂଚନା ଭବନଠାରେ ଆୟୋଜିତ ‘ଡିଜାଷ୍ଟର ଇନ୍ ଲେନ୍ସ’ ଶୀର୍ଷକ ଫଟୋ ପ୍ରଦର୍ଶନୀରେ ଲେନ୍ସରେ କଏଦ ବିପର୍ଯ୍ୟୟର ବିଧ୍ୱଂସକାରୀ ଚିତ୍ର ଓ ଏହାର ଭୟାବହ ପରିଣାମକୁ ଫଟୋଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ତୁହାକୁ ତୁହା ବର୍ଷା ଲାଗି ରହିବାରୁ କଟକ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଖାଁ ଖାଁ ଅନୁଭୂତ
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ସହରର ରାସ୍ତାଘାଟ ସମେତ ବିଭିନ୍ନ ଅଞ୍ଚଳ ଜଳମଗ୍ନ