ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୯, ୨୦୨୩ )

କଟକ ଚୌଧୁରୀ ବଜ଼ାର ସ୍ଥିତ କଳିଙ୍ଗ ଜିମ୍ନାସିୟମ୍ ପରିସରରେ ଓଡିଶା ଯୋଗ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ୨୯ତମ ରାଜ୍ୟ ଯୋଗାସନ କ୍ରୀଡା ଚାମ୍ପିଅନସିପ୍ ରେ ଯୋଗ ପଦର୍ଶନ କରୁଥିବା ପ୍ରତିଯୋଗୀ

 

 

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଣଭୋଜି ବେଶ

 

 

ଭୁବନେଶ୍ୱର ଲକ୍ଷ୍ମୀ ସାଗରର ଗୁରୁକୁଲ ପବ୍ଲିକ୍ ସ୍କୁଲରେ ପିଲାଙ୍କୁ ଜରୁରୀକାଳୀନ ସିପିଆର ର ଅଭ୍ୟାସ କରାଯାଉଛି

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ବିତରଣର ଶେଷ ଦିନ