ଓଡ଼ିଶା: ଆଜିର ଫଟୋ ( ମେ ୯, ୨୦୨୩ )

ଜନଗହଳି ପୂର୍ଣ୍ଣ କଟକ ଛତ୍ର ବଜାର ପରିବା ମାର୍କେଟ, ପ୍ରବଳ ଖରା ହେତୁ ଦିନ ବେଳା ଖାଁ ଖାଁ ଲାଗୁଛି

 

 

ଲଙ୍ଗିପୋଲି ତାରାଦେବୀ ଠାକୁରାଣୀ ଯାତ୍ରାରେ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି

 

 

କଟକ ଯୋବ୍ରା ରାସ୍ତା ପାର୍ଶ୍ୱରେ, ଜଣେ ବ୍ୟବସାୟୀ ଲିଚୁ ଫଳ ଗୁଡିକୁ ସତେଜ ରଖିବା ପାଇଁ ତା ଉପରେ ପାଣି ଛିଞ୍ଚୁଛନ୍ତି

 

 

ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ୧୫ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଷଷ୍ଠ ରଜନୀରେ ସୁନାବେଢ଼ାର କଳାକାରଙ୍କ ପକ୍ଷରୁ ପରିବେଷିତ ନାଟକ, ‘ସେହି ଚାରିଦିନ’