ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୯ , ୨୦୨୨)

କଟକ ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୋଲର ଗାର୍ଡ ୱାଲ

ଭୁଶୁଡ଼ି ପଡିଛି

 

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି ପାଇଁ ଭୁବନେଶ୍ୱର ପିଏମଜି ସ୍କୋୟାରରେ ଆୟୋଜିତ ଷ୍ଟ୍ରିଟ୍ ପ୍ଲେ