ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୯, ୨୦୨୨)

ଭୁବନେଶ୍ୱର ମାଉସୀ ମା’ ଛକ ନିକଟରେ ପିତା ତରଡ଼ା ବିକୁଛନ୍ତି ବ୍ୟବସାୟୀ

 

ଭୁବନେଶ୍ୱର ରାଜମହଲ ରାସ୍ତା ପାର୍ଶ୍ଵରେ ବାଉଁଶ ସାମଗ୍ରୀ ପ୍ରସ୍ତୁତି ଚାଲିଛି

 

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷା ପାଇଁ ସ୍ୱାବ ନମୁନା ସଂଗ୍ରହ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ

 

ଭୁବନେଶ୍ୱର ୟୁନିଟ-୧ ମଦର୍ସ ପବ୍ଲିକ ସ୍କୁଲ ସାମ୍ନାରେ ଥିବା ବେଆଇନ ନିର୍ମାଣକୁ ଉଛେଦ କରୁଛନ୍ତି ବିଡିଏ କର୍ତ୍ତୃପକ୍ଷ

 

ଭୁବନେଶ୍ୱର ଫରେଷ୍ଟ ପାର୍କ କଲୋନୀରେ ଥିବା ବେଆଇନ ନିର୍ମାଣକୁ ଉଛେଦ କରାଯାଉଛି

 

କଟକ ପ୍ୟାରୀମୋହନ ଆକାଡେ଼ମୀରୁ ପରୀକ୍ଷା ଦେଇ ଫେରୁଛନ୍ତି ଓଏସଏସଟିଇଟି ପରୀକ୍ଷାର୍ଥୀ