ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୮, ୨୦୨୩ )

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହସ୍ତତନ୍ତ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀରେ ଗ୍ରାହକମାନେ ଟେରାକୋଟା ସାମଗ୍ରୀ କିଣୁଛନ୍ତି

 

 

ଭୁବନେଶ୍ୱର ଜନତା ମଇଦାନରେ ନଭେମ୍ବର ୯ରୁ ହେବାକୁ ଥିବା ମିଲେଟ ଆନ୍ତର୍ଜାତୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ଚାଲିଛି

 

 

କଟକ କାଠଯୋଡ଼ି ନଦୀ ବ୍ରିଜ ପାର୍ଶ୍ୱରେ କାଉଁରିଆ କାଠି କିଣୁଥିବା ଗ୍ରାହକ

 

 

 

କଟକ ଖାନନଗର ଅଂଚଳରେ ଦୀପାବଳି ପାଇଁ ଚିନିରେ ପାରମ୍ପରିକ ମିଠା ପ୍ରସ୍ତୁତ କରୁଥିବା ବ୍ୟବସାୟୀ

 

 

କଟକ ନୟାସଡ଼କ ଛକ ଠାରେ ଥିବା ଏକ ଦୋକାନରୁ ଦଶହରା ଉପଲକ୍ଷେ, ଲକ୍ଷ୍ମୀ ଗଣେଶଙ୍କ ମୁର୍ମୟୀ ପ୍ରତିମା ଜଣେ ଗ୍ରାହକ କିଣୁଛନ୍ତି