ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୮, ୨୦୨୨ )

କଟକ ଗଡଗଡିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ

 

କଟକ ମହାନଗର ତୈଳିକ ବୈଶ୍ୟ ସମାଜ ପକ୍ଷ୍ୟରୁ ଗଡଗଡିଆ ବାଲିଯାତ୍ରା ତଳ ପଡିଆ ମହାନଦୀ ତଟ ଠାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ ପାଳନ

 

ଭୁବନେଶ୍ୱର କୁଆଖାଇରେ ବୋଇତ ବନ୍ଦାଣ ଉତ୍ସବ ପାଳନ, ନଦୀରେ ଭସା ଯାଇଥିବା ଡଙ୍ଗାରୁ ପିଲାମାନେ ପଇସା ଖୋଜୁଛନ୍ତି

 

ଓଡ଼ିଶା ଡ୍ରାଇଭର ମହାସଂଘ ସଦସ୍ୟମାନେ ବିଭିର୍ନ ଦାବି ନେଇ ଭୁବନେଶ୍ୱର ବାଣୀବିହାରରୁ ପିଏମଜି ଅଭିମୁଖେ ବାହାରିଛନ୍ତି

 

ଭୁବନେଶ୍ୱର ବିନ୍ଦୁସାଗରରେ ବୋଇତ ବନ୍ଦାଣ ଉତ୍ସବ ପାଳନ

 

କାର୍ତ୍ତିକ ପୂର୍ଣ୍ଣିମାରେ ଗୋପାଳପୁର ସମୁଦ୍ରରେ ବୋଇତ ବନ୍ଦାଣ ଉତ୍ସବ

 

ଚନ୍ଦ୍ର ଗ୍ରହଣର ଦୃଶ୍ୟ