ଓଡ଼ିଶା: ଆଜିର ଫଟୋ (ଜୁନ ୮, ୨୦୨୧ )

କଟକ ଛତ୍ର ବଜାର ଫଳ ମାର୍କେଟ ଚଳଚଞ୍ଚଳ

 

 

ସାବିତ୍ରୀ ବ୍ରତ ଲାଗି କଟକ ବକ୍ସି ବଜାର ଫଳ ମାର୍କେଟରେ ଲୋକଙ୍କ ଭିଡ଼

 

 

ଭୁବନେଶ୍ୱର ୟୁନିଟ-୧ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଲୋକମାନେ ଘରକୁ ଫେରୁଛନ୍ତି

 

 

ବ୍ରହ୍ମପୁର ଗିରି ମାର୍କେଟ ଫଳ କିଣିବାକୁ ଲୋକଙ୍କ ଭିଡ଼