ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୮, ୨୦୨୩ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଶିଶୁ କଳାକାର ମାନଙ୍କ ଦ୍ୱାରା ପରିବେଷିତ ଶିଶୁ ନାଟକ, ‘ବିପ୍ଲବୀ ବାଜିଆ’

 

 

ମହାନଦୀରେ ଜଣେ ଧୀବର ପରିବାରର କିଛି ସଦସ୍ୟ ମାଛ ଧରୁଛନ୍ତି

 

 

ସୂଚନା ଭବନରେ ଆଭେକ୍ସା ଟ୍ରଷ୍ଟର ୧୧ତମ ଉତ୍କର୍ଷ ସଂମାନ ଉତ୍ସବରେ ୨ଜଣ ନର୍ତ୍ତକୀ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି

 

 

କଟକ ସିଡିଏ ସେକଟର ୮ ସ୍ଥିତ ଡାକ୍ତର ଟୋଂପେ ରୋଡ ଦବି ଯାଇ ସୃଷ୍ଟି ହୋଇଥିବା ଗଭୀର ଗର୍ତ୍ତ

 

ମହାନଦୀ ଗଡଗଡିଆ ଘାଟରୁ ବିଭିନ୍ନ ଶୈବ ପୀଠକୁ ଜଳ ଲାଗି ନେଇ କାଉଡିଆ ଯିବା ପରେ ତଟ ପାର୍ଶ୍ୱରେ ପଡି ରହିଥିବା ଅଳିଆ ଆବର୍ଜନା