ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୮, ୨୦୨୨ )

କଟକ କାଠଗଡ଼ା ସାହିରେ ଫାଇବର ନିର୍ମିତ ପ୍ରତିକୃତିକୁ ରଙ୍ଗ ଦେଉଛନ୍ତି ଶିଳ୍ପୀ

 

କଟକ ବାରବାଟୀ ଦୁର୍ଗ ନିକଟରେ ଥିବା ବୁଖାରି ବାବାଙ୍କ ଉର୍ସ ଉତ୍ସବରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ସ୍ଵର୍ଗଦ୍ଵାରରେ ଗାର୍ଡ ଅଫ ଅନର ସହ ଦିବଂଗତ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଦାମୋଦର ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ