ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୭, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଚାଲିଥିବା ଡ୍ରାମା ଫେଷ୍ଟିଭାଲ ୨୦୨୨

 

ଭୁବନେଶ୍ୱରର ଏକ ବିଦ୍ୟାଳୟରେ ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କର ଟୀକାକରଣ 

 

କଟକ ଶାରଳା ଭବନରେ ଅନୁଷ୍ଠିତ ୧୩ତମ କଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟା