ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୬, ୨୦୨୩ )

କଟକର ବିଭିର୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ପାଳନ

 

 

ପୁରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜନ୍ମାଷ୍ଟମୀ ଅବସରରେ ଶିଶୁ ବେଶଧାରୀ କୃଷ୍ଣଙ୍କୁ ପୂଜା କରାଯାଉଛି

 

ଭୁବନେଶ୍ୱର ଇସ୍କନ୍ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

 

 

 

ଭୁବନେଶ୍ୱର ଇସ୍କନ୍ ମନ୍ଦିର ରାସ୍ତାରେ ଟ୍ରାଫିକ ଜାମ୍

 

 

କଟକ ମଙ୍ଗଳାବାଗ୍ ପୂଜା କମିଟି ପକ୍ଷରୁ ଜନ୍ମାଷ୍ଟମୀରେ ମହାନଦୀ ତଟରୁ ମା ଦୁର୍ଗାଙ୍କ ମୁର୍ମୟୀ ପ୍ରତିମା ପାଇଁ ମାଟି ଉଠା ଅନୁକୂଳ