ଓଡ଼ିଶା: ଆଜିର ଫଟୋ ( ୬ ମେ, ୨୦୨୫ )

କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ଜାତୀୟ ଆଦିବାସୀ ମେଳାରେ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ଲୋକ ନୃତ୍ୟ

 

 

ପୁରୀ ରଥ ଖଳାରେ ରଥ ନିର୍ମାଣ କାମ ଚାଲିଛି