ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୫, ୨୦୨୨ )

କଳିଙ୍ଗ ଷ୍ଟାଡିୟମରେ ଏସଏଏଫଏଫ ୟୁ-୨୦ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚରେ ଭାରତ ୫–୨ ଗୋଲରେ ବାଂଲାଦେଶକୁ ପରାସ୍ତ କରି ବିଜୟୀ

 

ସ୍ୱର୍ଗତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ବାର୍ଷିକୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି

 

କଟକ ମାତାମଠ ରିଙ୍ଗରୋଡର ସୌନ୍ଦର୍ଯ୍ୟକରଣ ପାଇଁ ଚିତ୍ରିତ ହୋଇଥିବା ପ୍ରାଚୀରର, ରକ୍ଷଣାବେକ୍ଷଣ ଅଭାବରୁ ଅନାବନା ଗଛ ମାଡିଯାଇଛି

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ, ରାଗେ ପ୍ରଡକ୍ସନ୍ସର କଳାକାର ଏବଂ ସଦସ୍ୟ ସାତୋଟି ନାଟକ ଉପସ୍ଥାପନ କରୁଛନ୍ତି