ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୪, ୨୦୨୨)

ଭୁବନେଶ୍ୱର ବମିଖାଲ ପୂଜା ମଣ୍ଡପରେ ବର୍ଷା ସତ୍ତ୍ୱେ ନବମୀ ପୂଜା ଦେଖିବାକୁ ଭକ୍ତଙ୍କ ଭିଡ଼

 

 

ନବମୀ ପୂଜା ଅବସରରେ ଝଲସୁଛି ଭୁବନେଶ୍ୱର ସ୍ଥିତ ରସୁଲଗଡ ପୂଜା ମଣ୍ଡପ

 

ଭୁବନେଶ୍ୱର ଝାରପଡ଼ା ପୂଜା ମଣ୍ଡପରେ ନବମୀ ପୂଜା ଦେଖିବାକୁ ଭକ୍ତଙ୍କ ଭିଡ଼

 

କଟକ ଶାରଳା ଭବନରେ ଦୈନିକ ଖବର କାଗଜ ‘ସମାଜ’ର ୧୦୩ତମ ସ୍ଵନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ