ଓଡ଼ିଶା: ଆଜିର ଫଟୋ ( ୩ ଏପ୍ରିଲ, ୨୦୨୪ )

କଟକ ଜେଏନ ଇଣ୍ଡୋର ଷ୍ଟାଡିଅମରେ ରାଜାବଗିଚା ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବରେ ଛାତ୍ରୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ

 

 

କଟକ ଚଣ୍ଡୀ ଛକ ଠାରେ ଥିବା ସରବତ ଦୋକାନ ଉପରେ ସିଏମସି ହେଲଥ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ