ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩୦, ୨୦୨୨)

ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ଗୁଞ୍ଜନ ଡାନ୍ସ ଆକାଡ଼େମୀ ପକ୍ଷରୁ ଅୟୋଜିତ ପଲ୍ଲବୀ ସନ୍ଧ୍ୟାରେ ପରିବେଷିତ ଓଡ଼ିଶୀ ନୃତ୍ୟ

ଓଡ଼ିଶା ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର ସ୍ୱସ୍ତି ପ୍ରିମିଅମରେ ଆଇସିସି ପକ୍ଷରୁ ଆୟୋଜିତ ଏମଏସଏମଇ ଆଗ୍ରୋ ଅନ୍ତର୍ଜାତୀୟ ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ